Sun. Nov 29th, 2026

Author: Sadba Odisha

ବୈଷୟିକ ଜ୍ଞାନ କୌଶଳ ଦ୍ବାରା ମହିଳା ସଶକ୍ତିକରଣ ସମ୍ଭବ

ଜୟପୁର: ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ପଦ୍ମଶ୍ରୀ ଡ଼ଃ ଅଜୟ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଜୟପୁର ସ୍ଥିତ ସ୍ବାମୀ ନାଥନ୍ ଗବେଷଣା ଫାଉଣ୍ଡେସନ ଠାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ…

ମାଉଣ୍ଟ ଏଭରେଷ୍ଟରେ ଚୀନ ତିଆରି କଲା ସର୍ବୋଚ୍ଚ ପାଣିପାଗ କେନ୍ଦ୍ର

ସାଧାରଣତଃ ସ୍ଥଳଭାଗରେ ରହିଥାଏ ପାଣିପାଗ କେନ୍ଦ୍ର। ଯେଉଁଠି ପାଣିପାଗ ତଥା ଜଳବାୟୁର ପରିବର୍ତ୍ତନ ନେଇ ସୂଚନା ଦିଆଯାଏ। ହେଲେ ଏବେ ଉଚ୍ଚତମ ପର୍ବତ ଶିଖରରେ ତିଆରି ହୋଇଛି ପାଣିପାଗ କେନ୍ଦ୍ର। ଯାହାକୁ ତିଆରି କରିଛି ଚୀନ। ମାଉଣ୍ଟ ଏଭରେଷ୍ଟରେ ଚୀନ୍ ବିଶ୍ୱର…

ବଳବାନ ହେଉଛି ଭାରତ

ଥରିବ ଶତ୍ରୁର ଛାତି। ଅଦମ୍ୟ ସାହସର ସହ ଯୁଦ୍ଧକ୍ଷେତ୍ରରେ ଭାରତ ଦେଖାଇବ ତାର ପରାକାଷ୍ଠା। ଶତ୍ରୁ ଙ୍କୁ ମାତ୍ ଦେବା ଲାଗି ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ। ଆଖି ପିଛୁଳକେ ଶତ୍ରୁଙ୍କ ଏୟାରକ୍ରାଫ୍ଟ ଓ ଡ୍ରୋନକୁ ଧ୍ୱଂସ…

ବାହକ ଦ୍ଵାରା ସୃଷ୍ଟି ହେଉଥିବା ରୋଗ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓଡିଶା ସରକାରଙ୍କର ଦକ୍ଷତା ବିଜ୍ଞାନ ବିଭାଗ ସହାୟତା ରେ ଏକ ଦକ୍ଷତା ବିଜ୍ଞାନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ଓଡିଶା ର…

ଶୁକ୍ର ମୁହାଁ ଭାରତ

ସବୁବେଳେ ମହାକାଶ ସମ୍ବନ୍ଧରେ କିଛି ନୂଆ କରିଦେଖାଇବାର ଅଦମ୍ୟ ଉତ୍କଣ୍ଠା ଥାଏ ଭାରତ ପାଖରେ। ସେ ମଙ୍ଗଳ ଗ୍ରହ ଉପରେ ସମୀକ୍ଷା ହେଉ ଅବା ଚନ୍ଦ୍ର ଉପରେ। ଏସବୁ ଗ୍ରହର ସ୍ଥିତି ପରଖିବା ପାଇଁ ଭାରତର ମହାକାଶ ଗବେଷଣାକାରୀ ସଂସ୍ଥା ଇସ୍ରୋ…

ବାହାଘରରେ ସାଙ୍ଗକୁ ପେଟ୍ରୋଲ ଗିଫ୍ଟ

ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର…

ଆଉ ଏକ ବୃହସ୍ପତି

ମହାକାଶ।ସମ୍ବନ୍ଧରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଗବେଷଣା। ସମସ୍ତଙ୍କ ମନରେ ପ୍ରଶ୍ନଉଠେ କେମିତିତିଆରି ହୁଅନ୍ତି ଗ୍ରହ, ନକ୍ଷତ୍ର, ଗ୍ରହାନଣୁପୁଞ୍ଜ ଏମିତି ଅନେକ କିଛି। ତେବେ ଗ୍ରହ କିପରି ସୃଷ୍ଟି ହୁଏ ତାହାର ଏକ ହିଂସାତ୍ମକ ପ୍ରକୃତି ଦର୍ଶାଇ ହବଲ୍ ଟେଲିସ୍କୋପ ଚିହ୍ନଟ କରିଛି…

ମହାକାଶରେ ଲୁଚିଥିଲା ଗାଲାକ୍ସି, ଆବିଷ୍କାର କଲେ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ

ଶୂନ୍ୟଶୂନ୍ୟ ମହାଶୂନ୍ୟ ଆଉ ତା ଭିତରେ ମହାକାଶ। ଯେଉଁଠି ଅଛନ୍ତି କୋଟି କୋଟି ଗ୍ରହ, ନକ୍ଷତ୍ର ଆଉ ଏମାନଙ୍କୁ ଧରି ରଖିଥିବା ଛାୟାପଥ ବା ବୈଜ୍ଞାନିକ ଯାହାକୁ ଗାଲାକ୍ସି ବୋଲି କହିଥାନ୍ତି।ତେବେ ଆମ ପୃଥିବୀ ମଧ୍ୟ ଗୋଟେ ଛାୟାପଥରେ ଅବସ୍ଥିତ। ଯାହାକୁ…

ପୁଣି ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ, ଟିକାୟତଙ୍କ ଟ୍ରାକ୍ଟର ପ୍ରସ୍ତୁତି

ଭାରତରେ କିଛିଦିନ ତଳେ କୃଷକ ଆନ୍ଦୋଳନ ରାଜନୀତିରେ ଏକ ବଡ଼ ପୃଷ୍ଠପୋଷକତା କରିଥିଲା। ଆଉ ଯାହା ଏଇ କିଛିଦିନ ହେବ ଥମିଥିବା ବେଳେ ପୁଣି ଆନ୍ଦୋଳନ କରିବାକୁ ରଣନୀତି ପ୍ରସ୍ତୁତ। ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା ତଥା ଭାରତୀୟ କିଷାନ…

ଶ୍ରୀଲଙ୍କାରେ ଆକାଶଛୁଆଁ ନିତ୍ୟବ୍ୟଵହାର୍ଯ୍ୟ ଜିନିଷ

ବଢୁଥିବା ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଅର୍ଥନୀତି ଶ୍ରୀଲଙ୍କାରେ ନିତବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଆକାଶଛୁଆଁ କରିଛି। ଅର୍ଥନୈତିକ ଅବନତିର ସମ୍ମୁଖୀନ ହୋଇ ଦ୍ୱୀପପୁଞ୍ଜର ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ଔଷଧ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ରହୁଛନ୍ତି। ଚାହିଦା ଅନୁସାରେ…