Sun. Nov 29th, 2026

Author: Sadba Odisha

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ

ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍‌…

ବିଜୁ ଜନତା ଦଳର 26 ତମ ପ୍ରତିଷ୍ଠା ଦିବସ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଳିତ

ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତା ରେ ଗତ ବର୍ଷ ଡିସେମ୍ବର 26 ତାରିଖରେ ପୁରୀ ଠାରେ ଦଳ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ରାଜ୍ୟ ର 147 ଟି ବିଧାନ ସଭା…

ଉତ୍କଳ ଆଲୁମିନାରେ ଆନ୍ଦୋଳନ କରୁଥିବା ମହିଳାଙ୍କ ମୃତ୍ୟୁ,ରୋଜଗାର ପାଇଁ କରୁଥିଲେ ଦାବି

ଗତ ଡିସେମ୍ବର 2022 14 ରେ ଟିକିରି (ରାୟଗଡା ଜିଲ୍ଲା )ଉତ୍କଳ ଆଲୁମିନା କାରଖାନା ଆଗରେ ଅଣ୍ଡରାକଞ୍ଚ ଗ୍ରାମର କିଛିଲୋକ କାରଖାନା ରେ କୁଲି ମଜୁରୀ ପାଇଁ ଆନ୍ଦୋଳନ କରି ବସିଥିଲେ l ଏମାନେ ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ…

ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା,ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର : ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାଜ୍ୟର ୩୦ ଗୋଟି ନୂତନ ଥାନା ମଧ୍ୟରୁ ମୈଦଲପୁର ଫାଣ୍ଡି କୁ ଥାନା ର ମାନ୍ୟତା ପରେ ଆଜି ଭର୍ଚୁଆଲ ମୋଡରେ ଥାନା ଉଦଘାଟନ…

ବାଣପୁର ଓ ଚିଲିକା ବ୍ଲକର ସରକାରୀ ଯୋଜନାର ଅନୁଧ୍ୟାନ କଲେ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବ

ବାଣପୁର: ମହିଳା ଓ ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚିବ ଶୋଭା ଶର୍ମା ଚିଲିକା ଓ ବାଣପୁର ବ୍ଲକର, ୫ଟି ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର,ସ୍ବୟଂ ସହାୟିକା ଗୋଷ୍ଠି ଓ ମତ୍ସ୍ୟ ବିଭାଗ ପରିଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ ପ୍ରକଳ୍ପ କିଭଳି…

ବାଲିରେ ବିଶ୍ୱର ବଡ ହକି ଷ୍ଟିକ୍ ,ଉଦଘାଟନୀ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘାଟନୀ ଉତ୍ସବର ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା କଳା ତିଆରି ହୋଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ…

ହକିର ବିଶ୍ୱ ମହାକୁମ୍ଭ,ବାଣପୁରରେ ସ୍ୱାଗତ ସମ୍ବର୍ଦ୍ଧନାର ପାଇଁ ଜୋରସୋର ପ୍ରସ୍ତୁତି

ବାଣପୁର: ହକି ବିଶ୍ୱକପ ହକିକୁ ନେଇ ଓଡିଶାରେ ଆୟୋଜନ ପରେ ସାରା ରାଜ୍ୟରେ ଉତ୍ସାହ । ଗାଁରୁ ସହର ସବୁଠି ସ୍ୱାଗତ ପାଇଁ ଆୟୋଜନ । ବାଣପୁର ଏନ୍ଏସିରେ ସ୍ୱାଗତ ପାଇଁ ଜୋରସୋର ପ୍ରସ୍ତୁତି ଦେଖିବାକୁ ମିଳିଛି । ବିଭିନ୍ନ ଛକରେ…

ବଢିଲା ଭିତରକନିକାରେ ପକ୍ଷୀ ସଂଖ୍ୟା

ବଢିଲା ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ । ଗତ ବର୍ଷ ତୁଳନାରେ ଏବର୍ଷ ପକ୍ଷୀ ଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି । ଭିତରକନିକାରେ ୧ଲକ୍ଷ ୩୮ ହଜାର ୧୦୭ଟି ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ୧୮୫୨ଟି ଅଧିକା ପକ୍ଷୀ…

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଏମ ବି ଗ୍ରୁପ ଦ୍ଵାରା ମାଗଣାରେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି।

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଏମ ବି ଗ୍ରୁପ ଦ୍ଵାରା ମାଗଣାରେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି। ଜାନୁଆରୀ ୭ ତାରିଖରୁ ସେଲ୍ଫ ଗ୍ରୁମିଂ ଟ୍ରେନିଂ ତିନି ମାସ ପାଇଁ ଦିଆଯିବ। ଏଥିରେ ସ୍ପୋକନ ଇଂଲିଶ , mannerism, ମାଲିସ୍ ଏବଂ…

ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ

ଓଡ଼ିଶାରେ ୫ଜି ସେବା ଶୁଭାରମ୍ଭ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ର‌ଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ…