Thu. Oct 15th, 2026

Tag: #odishanews

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଷ୍ଟିକରିଂ କଲା ରାଜ୍ୟ କଂଗ୍ରେସ

ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରବିବାର ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା…

ଯାଜପୁରରେ ଆନ୍ତର୍ଜାତୀୟ କ୍ରାଫ୍ଟ ସମିଟ, ଯୋଗଦେଲେ ନଓାଜଦ୍ଦିନ ସିଦ୍ଧିକ

ଯାଜପୁର ରୋଡ ସହର ଅନ୍ତର୍ଗତ ଯଯାତି ହୋଟେଲ ପରିସରରେ ତିନି ଦିନିଆ ଆନ୍ତର୍ଜାତୀୟ ହସ୍ତକଳା ସମିଟ ଉଦଘାଟିତ ହୋଇଯାଇଛି । ଏହି ସମିଟିକୁ ଆଭାସି ବା ଭିଡିଓ କନଫେରସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ…

ଆନ୍ଧ୍ରରେ ସମ୍ମାନିତ ହେଲେ ଓଡିଆ ଅଭିନେତା କୁମାର ନାୟକ

ସମ୍ମାନଜନକ କଳାନିଧି ପୁରସ୍କାରରେ ସମ୍ମାନିତ ହେଲେ ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସିନେ କଳାକାର କୁମାର ନାୟକ। ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ତାଙ୍କୁ ଏହି…

ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ନାଟକ ମଞ୍ଚସ୍ଥ ହେବ

ରାୟଗଡ : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସମସ୍ତ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉପଲକ୍ଷେ ୧୭ ଜାନୁଆରୀ ୨୦୨୪,…

ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି

ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି ଏହି ଛୋଟ ଦ୍ୱୀପ ଉପରେ ଥାଏ । ୧୨ ଜାନୁଆରୀରେ ତାଇୱାନରେ ମତଦାନ ଅନୁଷ୍ଠିତ ହେବ।…

୧୯ ପଞ୍ଚାୟତର ସମସ୍ୟା ନେଇ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ

ସରକାରଙ୍କ ଆଦିବାସୀ ମାରଣା, କମ୍ପାନୀ ପ୍ରୀତି ଚଳିବ ନାହିଁ । ଜମି,ଜଳ, ଜଙ୍ଗଲ କର୍ପୋରେଟକୁ ସରକାର ଟେକି ଦେଇ ପାରିବେ ନାହିଁ। ସରକାରଙ୍କ ବିରୁଦ୍ଧ ରେ ଆଦିବାସୀ ମାନେ ଋଣ ହୁଙ୍କାର ଦେଇଛନ୍ତି।୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ…

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା…

କୁନି ପୁଅକୁ ହତ୍ୟା କଲା ମାଆ

ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ AI କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ…

ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ…

ପରିକ୍ରମା ପ୍ରକଳ୍ପ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର

ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବ। ଏଥି ପାଇଁ ଗାଁ ଗାଁରେ ଜଗନ୍ନାଥ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ଥିବା ବିଭିନ୍ନ ମଠ ମନ୍ଦିରର…