1 min read
Latest ଆଞ୍ଚଳିକ ଓଡ଼ିଶା

ଚାଟୁଆରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ବୈଠକ ବିଫଳ, ଆଲୋଚନାକୁ ଖାଲି ହାତରେ ଆସିଲେ ଆନ୍ଧ୍ର ଅଧିକାରୀ।

ଶବ୍ଦ ଓଡିଶା ବ୍ୟୁରୋ: କୋରାପୁଟ ନନ୍ଦପଡା ବ୍ଲକର ରାଇପାହାଡ ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ପୁଣି ବସିଥିଲା ବୈଠକ । ସୀମାନ୍ତ ଚାଟୁଆ ଗାଁରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବୈଠକରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ। ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି। ସମୀରଣ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ନବରଙ୍ଗପୁରରେ ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର

ଶବ୍ଦ ଓଡିଶା ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁସ୍ଥିତ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଛି । ଉଦ୍ଧାର ହେବା [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ: ତମାଣ୍ଡୋ ବ୍ରହ୍ମାକୁମାରୀ ସେଣ୍ଟରର କରିବେ ଶିଳାନ୍ୟାସ

ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ୧୦ଟା ୩୫ରେ ରାଜଭବନରୁ ତମାଣ୍ଡୋ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ବ୍ରହ୍ମାକୁମାରୀ ପକ୍ଷରୁ ତମାଣ୍ଡୋ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

୫ ଦିନ ଲାଗି ରହିବ ବର୍ଷା: ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ଓ ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ । ୫ ଦିନ ଧରି ଲାଗି ରହିବ ବର୍ଷା । ଆଜି ମଧ୍ୟାହ୍ନ ସୁଦ୍ଧା ମାଲକାନଗିରି ଓ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଡ଼କ ପଥରେ କଟକ ଯିବା ପରେ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ପାଖାପାଖି ୧୫ ମିନିଟ୍ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ରାଜ୍ୟରେ ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ ସେବା, ଭିଡିଓ କନଫରେନ୍ସିଂ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରତି ପଞ୍ଚାୟତରେ ଇଣ୍ଟରନେଟ । ଗାଁରୁ ସଚିବାଳୟ, ପଞ୍ଚାୟତ କାର୍ଯ୍ୟାଳୟରୁ ଲୋକସେବା ଭବନ ହେବ ସିଧାସଳଖ ଆଲୋଚନା । ପଞ୍ଚାୟତ ବିକାଶ ନେଇ ମନ୍ତ୍ରୀ, ସଚିବଙ୍କ ସହ ସିଧା କଥା [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ହୁଲକ୍ ଗିବନ ଓ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ, ପ୍ରଭାବରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା !

ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଗଭୀର ଅବପାତର ରୂପ ନେବ । ପଶ୍ଚିମ-କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏହା ଏକ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଛାତ୍ରବୃତ୍ତି, ଏମିତି କରିପାରିବେ ଅନଲାଇନରେ ଆବେଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି । ସରୋଜିନୀ ଦାମୋଦରନ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଏକ ପାନ ଇଣ୍ଡିଆ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରାଯିବ । କୁମାରୀ ଶିବୁଲାଲ [more…]