ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ହୁଲକ୍ ଗିବନ ଓ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ ଅଣିବା ପାଇଁ ବାଘ ସେହିନି ଓ ରକିଙ୍କୁ ତାଙ୍କୁ ଦିଆଯାଇଛି । ଏହି ଦୁଇ ବିରଳ ପ୍ରାଣୀଙ୍କୁ ଆଣିବା ପାଇଁ ଗତ ୧୩ ତାରିଖରେ ୬ ଜଣିଆ ଟିକ୍ ଇଟାନଗର ଯାଇଥିଲେ । ବାଘ ସେହିନି ଓ ରକି ତାଙ୍କୁ ହସ୍ତାନ୍ତର କରିବା ପରେ ଚୁକ୍ତି ମୁତବାକ ସେଠାରୁ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡିକୁ ଅଣାଯାଇଛି ।

You May Also Like

More From Author

+ There are no comments

Add yours