Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଡ଼କ ପଥରେ କଟକ ଯିବା ପରେ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ପାଖାପାଖି ୧୫ ମିନିଟ୍ ରହିଥିଲେ ରାଷ୍ଟ୍ରପତି । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଚଣ୍ଡିମନ୍ଦିରରୁ ବାହାରି ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯାଇଛନ୍ତି ମହାମହିମ ।

Leave a Reply

Your email address will not be published. Required fields are marked *