Mon. Nov 30th, 2026

Tag: #sabdaodisha

ଆରବିଆଇ ମନିଟାରୀ ପଲିସି ଘୋଷଣା:ବ୍ୟାଙ୍କ ମନ ଇଚ୍ଛା ଲଗାଇ ପାରିବ ନାହିଁ ଫାଇନ

ଶବ୍ଦମିଡ଼ିଆ ବ୍ୟୁରୋ:ରେପୋରେଟ୍‌କୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍। ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା ହୋଇଛି। ପୂର୍ବ ଅପେକ୍ଷା ଆପଣଙ୍କୁ ଋଣ ପାଇଁ ଅଧିକ ଇଏମ୍‌ଆଇ ଦେବାକୁ ପଡ଼ିବ।ହେଲେ ଅନେକ ସମୟରେ ଠିକ୍ ସମୟରେ ଇଏମ୍ଆଇ ନ ଭରିବାରୁ…

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ…

ଶବ୍ଦ ଓଡିଶା ବ୍ୟୁରୋ: ସାଉଦି ଆରବର ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସାଉଦର ରାଜଧାନୀ ରିଆଦରେ ନିଜର ସ୍ୱପ୍ନର ସହର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ପ୍ଲାନର କାମର ଶୁଭାରମ୍ଭ ହୋଇସାରିଛି । ବିଶ୍ୱର…

ଫେସବୁକରେ ହଜାର ହଜାର କର୍ମଚାରୀଙ୍କୁ ମିଳିଛି ଖରାପ ରେଟିଂ, ହୋଇପାରେ ବଡଧରଣର ଛଟେଇ!

ଶବ୍ଦ ଓଡିଶା ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମେଟା କମ୍ପାନୀ ପୁଣିଥରେ ଛଟେଇ କରିପାରେ । ପାଖାପାଖି ୧୧ ହଜାର କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ବିଦା କରାଯାଇସାରିଥିବା ବେଳେ ଆହୁରି ଅନେକ କର୍ମଚାରୀଙ୍କୁ ବିଦା କରାଯିବ ବୋଲି ସୂଚନା…

ଛତିଶଗଡ଼ରେ ଜେସିବି ଜାଳିଦେଲେ ନକ୍ସଲ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ର କାଙ୍କେରରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣକାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ। ଏହି ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସାମିଲ ଥିବା ଜଣାପଡିଛି।…

ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩ । ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ମହକିବ ୟୁନିଟ୍‌-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆ। ଝାଟିମାଟି କୁଡ଼ିଆ ସାଙ୍ଗକୁ ଆଦିବାସୀ ଚଳଣି, ପରମ୍ପରା ଓ ଗୃହ ଉପକରଣ ସହରିଆଙ୍କୁ କରିବ ଆକର୍ଷିତ । ସଂଧ୍ୟା…

ରାଜଧାନୀରୁ ହାତୀ ଦାନ୍ତ ଜବତ, ୨ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରୁ ଜବତ ହୋଇଛି ହାତୀଦାନ୍ତ। ଗତକାଲି ସନ୍ଧ୍ୟାରେ ହାତୀ ଦାନ୍ତ ଚାଲାଣ ଖବର ପାଇ ମୈତ୍ରୀବିହାର ପୁଲିସ ପକ୍ଷରୁ ସୈନିକ ସ୍କୁଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ବାଇକରେ ଦୁଇଜଣ…

ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ…

ଚିଟଫଣ୍ଡ ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଶବ୍ଦ ଓଡିଶା ବ୍ୟୁରୋ: ଚିଟଫଣ୍ଡ ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ଗତ ଜାନୁଆରୀ ୧୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା । ସେତେବେଳେ…

ଆଜି ବସିବ ସର୍ବଦଳୀୟ ବୈଠକ,ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କ ଏକ ବୈଠକ ସୋମବାର ସକାଳ ୧୧ ଟା ୩୦ ରେ ବିଧାନସଭା ସଚିବାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।ଏହା ପରେ ଆସନ୍ତାକାଲି ଠାରୁ ୨୦୨୩-୨୪ ବିଧାନସଭା ବଜେଟ…

ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା

ଶବ୍ଦମିଡ଼ିଆ ବ୍ୟୁରୋ:ବରଗଡ଼ର ପଦ୍ମପୁର ଜିଲ୍ଲାରେ ପରିଣତ ହେବ। ଅନେକ ଦିନର ଦାବୀ ପଦ୍ମପୁର ବାସୀଙ୍କ ଇଚ୍ଛା ପୁରୁଣ ହେବାକୁ ଯାଉଛି।ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା। ଝାରବନ୍ଧରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ, ମୁଁ କଥା ନୁହେଁ କାମରେ ବିଶ୍ୱାସ…