Mon. Nov 30th, 2026

Tag: #sabdaodisha

ପ୍ରକାଶିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଶବ୍ଦମିଡ଼ିଆ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଆଙ୍କିଛନ୍ତି ରାଜ୍ୟ ସରକାର । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮…

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ‘ଉନ୍ନତ ଚିକିତ୍ସା ପାଇଁ ନବଙ୍କୁ ଆପୋଲୋ ଅଣାଯାଇଥିଲା’

ଶବ୍ଦମିଡ଼ିଆ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲୁ ହୋଇଛି ବିଧାନସଭା । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ମୋସନ ଉପରେ ସରଗରମ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେଇ,…

ଆସନ୍ତା ସପ୍ତାହରୁ ବଢ଼ିବ ଖରା : ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ ଦିନର ତାପମାତ୍ରା

ଶବ୍ଦମିଡ଼ିଆ ବ୍ୟୁରୋ: ବଢ଼ିବ ଖରା । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ…

ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ଆର୍ଥିକ ବଜେଟ୍

ଶବ୍ଦମିଡ଼ିଆ ବ୍ୟୁରୋ: ବିଧାନସଭାରେ ଆଜି ଆଗତ ହେବ ଚଳିତ ବର୍ଷର ବଜେଟ୍ । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ…

କୋଟିଆରେ ଆନ୍ଧ୍ର ଅନୁପ୍ରବେଶର ଖବର ସରକାରଙ୍କ ପାଖେ ନାହିଁ

ଶବ୍ଦମିଡ଼ିଆ ବ୍ୟୁରୋ: କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ବିଧାନସଭାରେ ଆନ୍ଧ୍ରପ୍ରଦେଶ…

ସେମିଫାଇନାଲ୍‌ରେ ହାରିଗଲା ଭାରତ

ଶବ୍ଦମିଡ଼ିଆ ବ୍ୟୁରୋ: ଟି-୨୦ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି ଭାରତୀୟ ଦଳ। ଗୁରୁବାର ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୫ ରନ୍‌ରେ ପରାସ୍ତ ହୋଇଛି। ୧୭୩ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା…

ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ…

ବିକାଶର କରୁଣଚିତ୍ର:ମାଲକାନଗିରି ଜିଲ୍ଲା ୧୦ ଟି ଗାଁକୁ ନାହିଁ ଯୋଗାଯୋଗ

ଶବ୍ଦମିଡ଼ିଆ ବ୍ୟୁରୋ:ନିର୍ମାଣର ବର୍ଷେ ନପୁରୁଣୁ ଭୁଶୁଡ଼ି ପଡିଲା ପୋଲ। ଏଯାଏ ଆରମ୍ଭ ହୋଇପାରୁନି ନିର୍ମାଣ କାମ । ଦଶ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ । ଗାଁକୁ ଆସିପରୁନି ଆମ୍ବୁଲାନ୍ସ । ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଲକାନଗିରି ଜିଲ୍ଲା…

ନୂଆ ରୂପରେ ଉତ୍କଳମଣିଙ୍କ ଷଠୀଘର, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ଲୋକାର୍ପିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୁରୀ ଜିଲ୍ଲାରେ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପ୍ରଥମେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ…

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଏଫଆଇଏଚ ପ୍ରୋ ଲିଗ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ଏଫଆଇଏଚ ପୁରୁଷ ହକି ବିଶ୍ୱକପ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରି ଶେଷ କରିଛନ୍ତି।ଏହା ମଧ୍ୟରେ ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଘରୋଇ ମ୍ୟାଚ୍‌ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ…