Sun. Nov 29th, 2026

Tag: #sabdamedia

ଆରବିଆଇ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ କହିଲେ,ଦେଶରେ ବର୍ଷକ ଭିତରେ ଦ୍ରୁତ ଗତିରେ ବଢିଛି UPI ଟ୍ରାଞ୍ଜାକ୍ସନ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ ପେମେଣ୍ଟ କାରବାର। ଏହାକୁ ନେଇ ଭାରତୀୟ ସର୍ବୋଚ୍ଚ ବ୍ୟାଙ୍କ ରିପୋର୍ଟ ଦେଇଛନ୍ତି।ଦେଶରେ ୟୁପିଆଇ(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍) ପେମେଣ୍ଟ ବଢ଼ିଛି। ଗତବର୍ଷ ଠାରୁ ୟୁପିଆ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ…

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ଶବ୍ଦମିଡ଼ିଆ ବ୍ୟୁରୋ:ବିଜେପିର ବରିଷ୍ଠ ନେତା ଡକ୍ଟର ମାଣିକ ସାହା ଆଜି ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଗରତାଲାର ସ୍ୱାମୀ ବିବେକାନନ୍ଦ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ…

ମାର୍ଚ୍ଚ ୩୧ ସୁଦ୍ଧା କରନ୍ତୁ ଆଧାର-ପାନ ଲିଙ୍କ, ନହେଲେ ଅଚଳ ହୋଇଯିବ ପ୍ୟାନ ନମ୍ବର

ଶବ୍ଦମିଡ଼ିଆ ବ୍ୟୁରୋ:ଆଧାର-ପାନକୁ ନେଇ ଆସିଛି ବଡ଼ ଖବର।ମାର୍ଚ୍ଚ ୩୧ ମଧ୍ୟରେ ଯଦି ଆଧାର-ପାନ ଲିଙ୍କ ନ କରୁଛନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଅଚଳ ହୋଇଯିବ।ତୁରନ୍ତ ଏହି କାମ ମାର୍ଚ୍ଚ ୩୧ ମଧ୍ୟରେ ସାରନ୍ତୁ।ନହେଲେ ଆପଣଙ୍କୁ ସମସ୍ୟା ସମ୍ନା କରିବାକୁ ପଡିପାରେ।ପୁଞ୍ଜି…

ଭୁବନେଶ୍ୱର ଏଜି ଛକରେ ଚାରି ଜଣଙ୍କୁ ପିଟିଲା ଏଣ୍ଡୋଭୋର ଗାଡି

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସକାଳ ସମୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଏଜି ଛକରେ ଏକ ମରନ୍ତୁଦ ଦୁର୍ଘଟଣା ଘଟିଯାଇଛି।ଏଜି ଛକରେ ରଙ୍ଗ ରୁଟ୍ ରେ ଆସି ଚାରି ଜଣଙ୍କୁ ଧକ୍କା ଦେଲା ଏଣ୍ଡୋଭର। ଧକ୍କା ଦେବା ପରେ ଏଜି ଛକରୁ ବିଧାନସଭା ପର୍ଯ୍ୟନ୍ତ…

ପ୍ରସ୍ତୁତ ହୋଇଛି ଇସ୍ରୋ; ପୁ‌ନଃ ପ୍ରବେଶ ହୋଇଛି ମେଗା ଟ୍ରପିକ୍ସ -୧

ଆହୁରି ଶକ୍ତିଶାଳୀ ହେବ ଇସ୍ରୋ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ମାର୍ଚ୍ଚ ୭ ରେ ମେଗା ଟ୍ରପିକ୍ସ -୧ (MT1) ଉପଗ୍ରହକୁ ପୁ‌ନଃ ପ୍ରବେଶ କରିବାର ଆହ୍ବାନମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା…

ବିଜେପି ୨୦୨୪ ନିର୍ଵାଚନ ପାଇଁ ଏହି ସବୁ ରାଜ୍ୟ ଉପରେ କରିବ ଅଧିକ ଫୋକସ,ଓଡିଶା ପାଇଁ ଅଲଗା ରଣନୀତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ଅଛି।ଏହା ମଧ୍ୟରେ କେନ୍ଦ୍ର ଶାସନାଧୀନ ବିଜେପି ନିଜର ରଣକୌଶଳ ପ୍ରସ୍ତୁତ କରୁଛି।ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ସରକାର ଗଠନ ପରେ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି…

ସକାଳ ୧୦ ର ବ୍ରେକିଙ୍ଗ ନ୍ୟୁଜ

ଶବ୍ଦମିଡ଼ିଆ ବ୍ୟୁରୋ:ତାରିଖ ୦୯-୦୩-୨୦୨୩/ଗୁରୁବାର ୧-ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ । ୨-ଆଦାନୀ ଗ୍ରୁପ୍‌ର ନିବେଶକଙ୍କ ପାଇଁ ଭଲ ଖବର। ଆଦାନୀ ଗ୍ରୁପ୍‌ ୫୦୦ ମିଲିୟନ ଡଲାର…

ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବୋଲିଂ କରିବ ଭାରତ

ଶବ୍ଦ ଓଡିଶା ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେଲା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ସମାନ ଟିମ୍ ସହ ମୈଦାନକୁ ଓହ୍ଳାଇଥିବା ବେଳେ ଭାରତ…

ବର୍ଡର ଗାଭାସ୍କର ଟ୍ରଫି:ଆଜି ଭାରତ-ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଟେଷ୍ଟ ମ୍ୟାଚ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠାରୁ ଆରମ୍ଭ ହେଉଛି ବର୍ଡର ଗାଭାସ୍କର ଟ୍ରଫି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଶେଷ ଟେଷ୍ଟ ମ୍ୟାଚ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଇନ୍ଦୋର ଟେଷ୍ଟରେ ବିଜୟ ହାସଲ କରିଥିବା ସ୍ମିଥଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳର ମନୋବଳ…