Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସକାଳ ସମୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଏଜି ଛକରେ ଏକ ମରନ୍ତୁଦ ଦୁର୍ଘଟଣା ଘଟିଯାଇଛି।ଏଜି ଛକରେ ରଙ୍ଗ ରୁଟ୍ ରେ ଆସି ଚାରି ଜଣଙ୍କୁ ଧକ୍କା ଦେଲା ଏଣ୍ଡୋଭର। ଧକ୍କା ଦେବା ପରେ ଏଜି ଛକରୁ ବିଧାନସଭା ପର୍ଯ୍ୟନ୍ତ ସ୍କୁଟି କୁ ଟାଣିନେଲା। ଟ୍ରାଫିକ ସିଗନାଲ ବନ୍ଦ ଥିବା ସତ୍ୱେ ଧ୍ରୁତ ଗତିରେ ଆସି ଆକ୍ସିଡେଣ୍ଟ କରି ଚାଲିଗଲା ଏଣ୍ଡୋଭର। ଗାଡ଼ିରୁ ଓଲ୍ହାଇ ଯାଉଥିବା ବେଳେ ମାଡ଼ିବସିଲା ପୋଲିସ।ତେବେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ଅନୁସାରେ ମିଳିଛି।

By

Leave a Reply

Your email address will not be published. Required fields are marked *