Sun. Nov 29th, 2026

Tag: #sabdamedia

ଆଜି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଘେରିବ କଂଗ୍ରେସ ଦଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ଘେରାଉ କରିବ କଂଗ୍ରେସ ଦଳ।ସାରା ଜିଲ୍ଲାରୁ କଂଗ୍ରେସ ନେତା ଆସିବେ। ଏ ନେଇ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଦାନିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସଂସଦ ଗୃହରେ ଆଜିଠୁ ଦେଶର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ ହୋଇଛି।ପ୍ରଥମ ବଜେଟ ଅଧିବେଶନରେ ଦେଶର ଆର୍ଥିକ ବଜେଟ ପୂର୍ଣ୍ଣାଙ୍ଗ ହୋଇଥିଲା।ତେବେ ଆଜିଠାରୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଆରମ୍ଭ ହେବ।ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ। ସଂସଦୀୟ…

ରାଜ୍ୟରେ ବଢୁଛି ଥଣ୍ଡା,କାଶ, ଜ୍ୱର, ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ଏହି ଭୂତାଣୁରେ ଦେଶରେ ଦୁଇ…

୧୫ରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୫ରୁ ଧର୍ମଘଟ ବସିବ ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମାନେ। ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ।…

ଜେନେରାଲ ଲି ସାଙ୍ଗାଫୁ ଚୀନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ।

ଶବ୍ଦ ଓଡିଶା ବ୍ୟୁରୋ: ଚୀନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ଜେନେରାଲ ଲି ସାଙ୍ଗାଫୁ । ବିଶେଷଜ୍ଞ କହିଛନ୍ତି ଯେ ଏହି ନୂଆ ପଦକ୍ଷେପ ଦ୍ୱାରା ଆମେରିକା ଏବଂ ଚୀନର ସମ୍ପର୍କ ଆହୁରି ଅଧିକ ବିବାଦୀୟ ହେବ । ୬୫ ବର୍ଷୀୟ…

ବର୍ଷାରେ ଭିଜିବ ଅଧା ଓଡିଶା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ବର୍ଷାରେ ଭିଜିବ ଅଧା ଓଡ଼ିଶା । ଆସନ୍ତା ୧୫ ତାରିଖରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସହ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଳକନ କରିଛି । ୧୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା,…

ନାଟୁ ନାଟୁ’ ଗୀତକୁ ଓସ୍କାର

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏହି ବର୍ଗରେ ‌ଅନ୍ୟାନ୍ୟ ନୋମିନି ଥିଲେ, ‘ଟେଲ୍‌ ଇଟ୍‌ ଲାଇକ୍‌ ଏ ଉମାନ୍‌’ର ‘ଆପ୍ଲାଉଜ୍‌’,…

ଭାରତକୁ ଅଧିକ ଗରମ ହେବାକୁ ବଞ୍ଚାଉଛି ବାୟୁ ପ୍ରଦୂଷଣ ।

ଶବ୍ଦ ଓଡିଶା ବ୍ୟୁରୋ: ବାୟୁ ପ୍ରଦୂଷଣକୁ ନେଇ ପ୍ରତ୍ୟେକ ବର୍ଷ ଅନେକ କଥା ଆମେ ଦେଖୁଛେ । ବିଶେଷ କରି ଦୀପାବଳି ସମୟରେ ଆକାଶରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥାଏ । ଏହି ସମୟରେ ନିଶ୍ୱାସ ନେବା ଏକ ପ୍ରକାର କଷ୍ଟକର…

ସିଆଇଏସ୍‌ଏଫ୍‌ର ୫୪ତମ ରାଇଜିଙ୍ଗ୍‌ ଡେ ପରେଡ୍‌:ଅମିତ ଶାହ କହିଲେ ଦେଶ ବିରୋଧୀ କାର୍ଯ୍ୟକୁ ଦୃଢ଼ଭାବେ ଦମନ କରାଯିବ

ଶବ୍ଦମିଡ଼ିଆ ବ୍ୟୁରୋ: ଅମିତ ଶାହଙ୍କ ଦୃଢୋକ୍ତି ଆଜି ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ। ଗତ ୯ ବର୍ଷ ହେବ ଏନ୍‌ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ୱାନ ସବୁର ସଫଳ ମୁକାବିଲା…

ଆଇଟି ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି ନେଇ, ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଇଟି ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟନାୟକ।ମନୋଜ ମିଶ୍ରଙ୍କୁ ଗତବର୍ଷ ଡିସେମ୍ବର ମାସରେ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ବାରମ୍ବାର ସରକାରଙ୍କୁ…