ରାଜ୍ୟରେ ବଢୁଛି ଥଣ୍ଡା,କାଶ, ଜ୍ୱର, ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ଏହି ଭୂତାଣୁରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ କିଛି ରାଜ୍ୟରେ କରୋନା ମାମଲାରେ ମଧ୍ୟ ବୃଦ୍ଧି ହୋଇଛି । ଏପଟେ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସପିଟାଲ୍ ଗୁଡିକୁ ଚିଠି ଲେଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣରେ ବ୍ରେକ ଦେବା ସହ କରୋନାର ଆଉ ଏକ ୱେଭରୁ ବର୍ତିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

You May Also Like

More From Author

+ There are no comments

Add yours