ଶବ୍ଦ ଓଡିଶା ବ୍ୟୁରୋ: ଚୀନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ଜେନେରାଲ ଲି ସାଙ୍ଗାଫୁ । ବିଶେଷଜ୍ଞ କହିଛନ୍ତି ଯେ ଏହି ନୂଆ ପଦକ୍ଷେପ ଦ୍ୱାରା ଆମେରିକା ଏବଂ ଚୀନର ସମ୍ପର୍କ ଆହୁରି ଅଧିକ ବିବାଦୀୟ ହେବ । ୬୫ ବର୍ଷୀୟ ସାଙ୍ଗାଫୁ ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଫେଙ୍ଗେ ଅକ୍ଟୋବର ମାସରେ ଇସ୍ତଫା ଘୋଷଣା କରିସାରିଛନ୍ତି । ଲୁ ସାଙ୍ଗାଫୁଙ୍କ ନିଯୁକ୍ତିକୁ ବେଜିଂରେ ଅନୁଷ୍ଠିତ ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ସହମତି ମିଳିଛି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours