Sun. Nov 29th, 2026

Tag: #sabdamedia

ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ

ପୁରୀ : ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ପୁରୀ ସଦଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ପୋଲିସ ଓ ଆର.ଟି.ଓ. ତରଫରୁ ମିଳିତ ଭାବେ ଅନେକ ସ୍ଥାନରେ ଯାଞ୍ଚ ଚାଲିଛି । ଏହି…

ବାଲ୍ୟ ବିବାହ ରୋକିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ

ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ ହୋଇଥାଏ। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା…

ଡିଜେ ସାଉଣ୍ଡକୁ ନେଇ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଗାଁ ରେ ନିୟମ ଲାଗୁ, ସହରରେ ଫୁ

ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ବାଜୁଛି ଡିଜେ। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବା…

ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି

ପୁଣି ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଜୁନ ୩୦କୁ ଘୁଞ୍ଚିଛି। ତେବେ ମ୍ୟୁଚୁଆଲ୍ ଫଣ୍ଡ୍‌ ଗ୍ରାହକମାନଙ୍କ ଲାଗି ମନୋନୟନ ବିବରଣୀ ଦେବାର ସମୟ…

ବିଶ୍ଵର ଅଧିକାଂଶ ଦେଶକୁ ଋଣ ଦେଇଛି ଚୀନ

ଚୀନ୍‌ର ଋଣ ଜାଲରେ ବିଶ୍ବର ବହୁ ଦେଶ। ପାକିସ୍ତାନ, ଶ୍ରୀଲଙ୍କା ସହିତ ମୋଟ ୨୨ଟି ବିକାଶଶୀଳ ଦେଶକୁ ବହୁ ପରିମାଣରେ ଲୋନ୍ ବାଣ୍ଟିଛି। ବର୍ତ୍ତମାନ ଏହି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ଓ ତାଙ୍କ ଆଗରେ ଡିଫଲ୍ଟର ହେବାର ବିପଦ…

ପହିଲାରୁ ମହଙ୍ଗା ହେବ ଔଷଧର ମୂଲ୍ୟ

ବଢ଼ିବ ଔଷଧର ମୂଲ୍ୟ। ଏପ୍ରିଲ ୧ରୁ କେତେକ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଥିବା ସୂଚନା ମିଳିଛି। ସେଥିମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନ୍‌ କିଲର ବା ଯନ୍ତ୍ରଣା ନିବାରକ ବଟିକା, ସଂକ୍ରମଣ ନିରୋଧୀ ଓ ହୃଦ୍‌ରୋଗ ଚିକିତ୍ସା ଔଷଧ।…

ରାୟଗଡାରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି…

ଏସ୍‌ସିବିରେ ବ୍ରେନ୍‌ ଡେଡ୍‌ ମହିଳାଙ୍କ କିଡ୍‌ନୀ କାଢ଼ି ୨ ରୋଗୀଙ୍କ ଠାରେ ପ୍ରତିରୋପଣ

ଶବ୍ଦ ଓଡିଶା ବ୍ୟୁରୋ:କଟକ ଏସସିବି ମେଡିକାଲର କିଡନୀ ପ୍ରତିରୋପଣରେ ପୁଣି ଏକ ସଫଳତା ନଜର ଆସିଛି। କଟକ ଜଗତପୁର ଅଞ୍ଚଳ ଜଣେ ବ୍ରେନ୍‌ ଡେଡ୍ ମହିଳାଙ୍କ ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ…

ବୌଦ୍ଧରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଅତର୍କିତ ଗୁଳିମାଡ଼

ଶବ୍ଦ ଓଡିଶା ବ୍ୟୁରୋ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି…