Mon. Nov 30th, 2026

Tag: #sabdamedia

କ୍ଷମା ମାଗିଲେ ଦଲାଇ ଲାମା

ଜଣେ ବାଳକ ଓ ଦଲାଇ ଲାମାଙ୍କ ଚୁମ୍ବନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି କରିଥିଲା।ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ସହ ସେ କୌତୁକିଆ ଆଚରଣ କରିବା ସହ ସବୁବେଳେ ଚିଡ଼ାନ୍ତି ବୋଲି ସଫେଇ ଦେଇ…

କାଲିଠାରୁ ସ୍କୁଲରେ ମର୍ଣ୍ଣିଂ କ୍ଲାସ୍

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ସକାଳୁଆ କ୍ଲାସ୍। ସକାଳ ୭ରୁ ୧୧ଟା ୩୦…

ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

ଶବ୍ଦ ଓଡିଶା ବ୍ୟୁରୋ: କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା। ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସ ଯୁବକ ଲିଙ୍କୁ ଲୋହରଙ୍କର ଶ୍ୱାସ ନଳୀରୁ…

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ

ଶବ୍ଦ ଓଡିଶା ବ୍ୟୁରୋ: ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା,…

ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମୋହର

ଶବ୍ଦ ଓଡିଶା ବ୍ୟୁରୋ: କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା…

ରାଜ୍ୟରେ ବଢିବ ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢିବ ତାପମାତ୍ରା । ତିନି ଦିନରେ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବ ବୋଲି ଆକଳନ…

ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ବୁଲିଲା ଶିକ୍ଷା ସଚେତନତା ରଥ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ଗଡିଲା ଶିକ୍ଷା ସଚେତନତା ରଥ l ଝରାବାହାଲ କ୍ଲଷ୍ଟରର ୮ଟି ସ୍କୁଲକୁ ଶିକ୍ଷା ସଚେତନତା ରଥ ପରିଦର୍ଶନ କରିଥିବା ନେଇ ଝରାବାହାଲ କ୍ଲଷ୍ଟରର ସିଆରସିସି କୁମୁଦ କୁମାର ବାଘ ଗଣମାଧ୍ୟମକୁ…

୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ବିବୃତ୍ତି ଦେଲେ କପିଲ ସିବଲ

ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲଙ୍କ ବଡ଼ ବିବୃତ୍ତି। ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ ହେବା ଉଚିତ ବୋଲି କହିଛନ୍ତି ସିବଲ ମିଳିତ ମେଣ୍ଟର…

ସେ ମାସରେ ନିଟ୍‌ ପରୀକ୍ଷା

ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍‌ ୟୁଜି ପ୍ରବେଶିକା ଆସନ୍ତା ମେ’ ୭ତାରିଖରେ ଅନୁଷ୍ଠିତ ହେବ। ଏନଟିଏ ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି।ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର,…