Mon. Nov 30th, 2026

Tag: #sabdamedia

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜିଠୁ ମିଳିବ ତାତିରୁ ତ୍ରାହି

ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ଗୁଳୁଗୁଳି ଓ ତାତି ଭିତରେ ଆଶ୍ୱସ୍ତିକର ଖବର । ଆଜିଠୁ କମିବ ତାତି । ସାରା ରାଜ୍ୟରେ ବର୍ଷା ହେବ । ୧୨ଟି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ସହ…

ସମ୍ବଲପୁରର ହିଂସାକାଣ୍ଡ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ, ଏଯାଏଁ ଗିରଫ ହେଲେଣି ୪୯

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ହିଂସାକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ ଜାରି ରଖିଛି ସମ୍ବଲପୁର ପୁଲିସ । ବର୍ତମାନ ହିଂସାକାଣ୍ଡରେ ସଂପୃକ୍ତ ଥିବା ୪୯ ଜଣଙ୍କୁ ଗରିଫ କରିଛି ପୁଲିସ୍ । ଶୁକ୍ରବାର ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ୨୩…

ୟୁପିରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା ପରେ ବିଳମ୍ବିତ ରାତିରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା। ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଗ୍ୟାଙ୍ଗଷ୍ଟାର ଅତିକ…

ଏଣିକି ଓଡ଼ିଆ ଭାଷାରେ ପୋଲିସ ପରୀକ୍ଷା!

ଏଣିକି ଓଡ଼ିଆ ଭାଷାରେ ହେବ ପୋଲିସ ପରୀକ୍ଷା। ଶନିବାର ଗୃହ ମନ୍ତାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । CAPF ବା ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ପାଇଁ ହେବାକୁ ଥିବା ପ୍ରତ୍ୟେକ ପରୀକ୍ଷା ଏଣିକି ହିନ୍ଦି ଇଂରାଜୀ ବ୍ୟତୀତ…

ଚଳିତ ବର୍ଷ ହେବ ମେଗା ନିଯୁକ୍ତିର ବର୍ଷ!

ଚଳିତ ଆର୍ଥିକ ବର୍ଷ ହେବ ମେଗା ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ବିଭାଗ ଗୁଡିକରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରାଯିବ। ସେହିପରି ପୋଲିସ ବିଭାଗରେ ମଧ୍ଯ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି; ବଢ଼ିପାରେ ସ୍କୁଲ ଛୁଟି

ଅବଧିରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି ସମସ୍ତ ସ୍କୁଲ । ତେବେ ଆଗକୁ ଏଭଳି ଖରା ହେଲେ ଏପ୍ରିଲ ୧୬ ପରେ…

ମିକ୍ସଚର ବୋଝେଇ ଗାଡ଼ିରୁ ବାହାରିଲା ୯୦ କିଲୋ ଗଞ୍ଜେଇ

ଶବ୍ଦ ଓଡିଶା ବ୍ୟୁରୋ: ମିକ୍ସଚର ବେପାର ଦେଖାଇ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏଭଳି ଏକ ଗାଡ଼ିକୁ ପୁରୁଣାକଟକ ଥାନା ପୁଲିସ ବୁଧବାର ରାତିରେ ଧରିଛି। ମିକ୍ସଚର ବସ୍ତା ହଟାଇ ଭିତରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି।ସୂଚନା ଅନୁସାରେ…

ଜୁଲାଇରେ ୧ରେ ଆରମ୍ଭ ହେବ ଅମରନାଥ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ଜୁଲାଇ ୧ତାରିଖରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁଲାଇ ୧ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ୬୨ଦିନ ଧରି ଚାଲିବ ଯାତ୍ରା…

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ମାଆ ଭଗବତୀଙ୍କ ଉତ୍ତରଦିଗକୁ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପବିତ୍ର ମହାବିଷୁବରେ ଉତ୍ତରଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ । ଓଡ଼ିଆ ନବବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର…