Thu. Oct 15th, 2026

ଚଳିତ ଆର୍ଥିକ ବର୍ଷ ହେବ ମେଗା ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ବିଭାଗ ଗୁଡିକରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରାଯିବ। ସେହିପରି ପୋଲିସ ବିଭାଗରେ ମଧ୍ଯ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୋ ସରକାର ଅଧିନରେ ଏହି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *