Thu. Oct 15th, 2026

Tag: #odishanews

ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏବେ ବିବାଦରେ ତେଲ କମ୍ପାନି । ରାସ୍ତା କଡରେ ଲାଗିଛି ବଡ଼ ବଡ଼ ହୋର୍ଡିଙ୍ଗ । ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ । କରଞ୍ଜିଆ ସହର ସହ ଆଖପାଖ ଅଂଚଳରେ ମଧ୍ୟ…

ଆସୁଛି ବାତ୍ୟା, ତାମିଲନାଡୁରେ ଆର୍ଲଟ

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ମାଣ୍ଡୋସ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଆଜି ମଧ୍ୟରାତ୍ର ସୁଦ୍ଧା କରିବ ଲ୍ୟଣ୍ଡଫଲ୍ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତୀ ଓ ଦକ୍ଷିଣ-ପଶ୍ଚିମ…

ଆପଣ ବିବାହିତ କି? କେନ୍ଦ୍ର ସରକାରଙ୍କ ଯୋଜନା, ମାସକୁ ୧୮ ହଜାର ୫ ଶହ ଟଙ୍କା

ବିବାହିତଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ…

ଲଗାତର କଂଗ୍ରେସର ବିପର୍ଯ୍ୟୟ , ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନ, ୬ରେ ବିଜୟ

ବର୍ଷ ୨୦୨୨ ଶେଷ ହେଉ ହେଉ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଦଳ ହିମାଚଳ ପ୍ରଦେଶରେ ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିଛି । ସେପଟେ କିନ୍ତୁ ଗୁଜରାଟରେ ସବୁଠାରୁ ବଡ…

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’

ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ…

ଏଟିଏମ ରୁ ବାହାରିବ ସୁନା

ଏଟିଏମ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହୁ କି ଏପରି ଏକ ଏଟିଏମ ରହିଛି ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ସୁନା । ତେବେ ଆପଣ ଶୁଣି ତାଜୁବ୍…

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ । ଭାରୋତୋଳନ ତାରକା ତଥା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୀରାବାଈ ଚାନୁ ବିଶ୍ୱ ଚାମ୍ପିୟନରେ ଇତିହାସ ସୃଷ୍ଟି କରିଛନ୍ତି । କଲମ୍ବିଆ ବଗୋଟାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନସିପରେ ଭାରତ୍ତୋଳନରେ ଦେଶ…

ଫିଲ୍ଡକୁ ଓହ୍ଲାଇବେ ମହିଳା ଅମ୍ପାୟାର

ଆଗାମୀ ରଣଜୀ ଟ୍ରଫିରେ ମହିଳା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଂଟରେ ମହିଳା ଅମ୍ପାୟାର୍ସଙ୍କୁ ମିଳିବ ନିଯୁକ୍ତି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ…

ଦିଲ୍ଲୀରେ ଦିଲ୍ ଜିତିଲା ଆପ୍

ଆସିଲା ଏମସିଡି ଫଳାଫଳା । ଦିଲ୍ଲୀରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ୧୩୪ ଟି ସିଟ ସହ ବିଜେପିକୁ ଦେଇଥିଲା କଡ଼ା ଟକ୍କର । ୧୫ ବର୍ଷର ବିଜେପି ଗଡରେ ଝାଡୁ ମାରିଦେଲେ କେଜ୍ରିୱାଲ ସେନା । ଦିଲ୍ଲୀରେ…

ଚାଲିଛି ଅପରେସନ ତନ୍ମୟ

ଚାଲିଛି ଅପରେସନ ତନ୍ମୟ। ବୋରୱେଲ ଗାତରେ ଫସି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସିପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର ବୋଲି ଜଣାପଡିଛି । ତନ୍ମୟ, ବାପା ସୁନୀଲ…