Mon. Nov 30th, 2026

Tag: #sabdamedia

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ । ହାଇଦ୍ରାବାଦରୁ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର କିମ୍ସ ଶବଗୃହରେ ରଖାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମରଶରୀର ଶେଷଦର୍ଶନ ପାଇଁ ରହିବ…

ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦଙ୍କର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ

ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀବିଗ୍ରହମାନଙ୍କର “ଚାଚେରୀ ବେଶ “ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ବେଶ କରାଯାଇଥାଏ। ଏହି ବେଶରେ ପ୍ରଥମେ…

ଲାଖ ଚାଷ ଉପରେ ସି ଡ଼ି ଓ ଙ୍କ ଗୁରୁତ୍ୱାରୋପ

ନବରଙ୍ଗପୁର- ନବରଙ୍ଗପୁର ସି ଡ଼ି ଓ ଅନନ୍ୟା ଦାଶ, ଗୁରୁବାର ଦିନ ଚନ୍ଦାହାଣ୍ଡି ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ନିର୍ମାଣ ସମାପ୍ତ ହୋଇଥିବା ବ୍ଲକ ପରିସର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସାପ୍ତାହିକ ହାଟ, ଖଲିଆ ବନ୍ଦ ର…

ନବ ବିବାହିତା ସ୍ତ୍ରୀ ନିଖୋଜ ,ସ୍ୱାମୀ ର ଥାନା ରେ ଏତଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବରୀଗୁଡା ଗ୍ରାମ ର ନବ ବିବାହିତା ବହୁ ସାଇରା ବାନୋ (22,ବୁଧବାର ଦିନ ରାତିରେ କୁଆଡେ ଘରୁ ଚାଲି ଯାଇଥିବା ନେଇ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ।ଏ ନେଇ ଚନ୍ଦାହାଣ୍ଡି…

ନାଁକୁ ଡିଜିଟାଲ ଇଣ୍ଡିଆ; ଅଧିକ ଡାଉନ ହେଉଛି ଇଣ୍ଟରନେଟ

ଭାରତରେ ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ କାରବାର ନାରା ଦିଆଯାଉଛି । କିନ୍ତୁ ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଂଟରନେଟ ସଟଡାଉନ କରାଯାଇଛି । ବା ଇଂଟରନେଟକୁ ପ୍ରଶାସନ ବନ୍ଦ କରିଛି…

ଭାଜପାକୁ ହରାଇବା ପାଇଁ ବିରୋଧୀ ଏକାଠି

ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା…

ପୁରୀ ପୌରପାଳିକାରେ ସାଇକେଲ ବିତରଣର ଶୁଭାରମ୍ଭ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ ପୌରପାଳିକାର ୨୧୮ ଜଣ ସ୍ୱଛ ସାଥୀ,ଜଳ ସାଥୀ, ଆହାର କର୍ମୀ ଇତ୍ୟାଦି ଙ୍କୁ ଆଜି ସାଇକେଲ ବଣ୍ଟନ କରାଯାଇଛି।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଏହି ସାଇକେଲ ବିତରଣ…

ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍‌ଭେନସନ୍‌ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ବଚ୍ଛ କର୍ମୀ,ସ୍ବଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ…

ନାଗାଲାଣ୍ଡରେ ବିଜେପି ରାଜ,ପ୍ରଥମ ଥର ପାଇଁ ଜିତିଲେ ଜଣେ ମହିଳା

ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଭାଜପା ସହଜରେ…