Mon. Nov 30th, 2026

Tag: #sabdamedia

ସୁନା ଚୋରା ଚାଲାଣ କରୁଥିବା ‘ଏୟାର୍‌ ଇଣ୍ଡିଆ’ର କ୍ୟାବିନ୍ କ୍ରୁ’ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ସୁନା ଚୋରା ଚାଲାଣ ବେଳେ କ୍ୟାବିନ୍‌ କ୍ରୁ ଗିରଫ । ବୁଧବାର କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍‌ ଇଣ୍ଡିଆ’ର ଜଣେ କ୍ୟାବିନ୍‌ କ୍ରୁ’ଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍‌…

କାଲିଠାରୁ ଜଳୁଛି ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ,ନିଆଁ ଆୟତ କରିବାକୁ ନାକେଦମ ହେଲାଣି ଅଗ୍ନିଶମ ଓଡ୍ରାଫ ବାହିନୀ

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା କାଲି ହୋଲି ଅବସରରେ ସମସ୍ତେ ଖୁସି ମଜା ଆନନ୍ଦିତ ହୋଇଥିଲେ । ହେଲେ ସନ୍ଧ୍ୟା ସମୟରେ ପୁରୀରୁ ଏକ ଦୁଃଖଦ ଚିତ୍ର ଆସିଥିଲା।କାଲି ରାତି ୮ ଟାରୁ ଜଳୁଛି ପୁରୀ ମରିଚିକୋଟ ମାର୍କେଟ କଂପ୍ଲେକ୍ସ।ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି…

୧୨ ଘଣ୍ଟା ହେବ ଆୟତ୍ତ ହେଉନି ଲକ୍ଷ୍ମୀ ମାର୍କେଟ ନିଆଁ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ଲାଗିଥିବା ନିଆଁ ଆୟତ ହୋଇନି । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ…

ମନୀଷ ସିସୋଦିଆଙ୍କୁ ଗିରଫ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ବାହାରିଛନ୍ତି ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ। ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।ଏଥିରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ନିସର୍ତ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।…

ପରଲୋକରେ ବଲିଉଡ ଅଭିନେତା ସତୀଶ କୌଶିକ,ଟୁଇଟ କଲେ ଅନୁପମ ଖେର

ଶବ୍ଦମିଡ଼ିଆ ବ୍ୟୁରୋ:ବଲିଉଡ ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ପ୍ରଖ୍ୟାତ ଅଭିନେତା ସତୀଶ କୌଶିକଙ୍କ ପରଲୋକ ହୋଇଛି।ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ସତୀଶ କୌଶିକ…

ଜାଣନ୍ତୁ ଆଜିର ରାଶିଫଳ,କିପରି କଟିବ ଆପଣଙ୍କ ଦିନ

ଶବ୍ଦମିଡ଼ିଆ ବ୍ୟୁରୋ: ପଞ୍ଜିକା✧═════•❁❀❁•═════✧ଅଦ୍ୟ ମାର୍ଚ୍ଚ ମାସ ୦୯ ତାରିଖ ୨୦୨୩ ମସିହା(ଗୁରୁବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଚୈତ୍ରମାସ-କୃଷ୍ଣପକ୍ଷତିଥି- ଦ୍ଵିତୀୟା ରାତ୍ରି ଘ୦୯/୧୩ ଗତେ ତୃତୀୟାନକ୍ଷତ୍ର-ହସ୍ତାଚନ୍ଦ୍ର- କନ୍ୟାଯୋଗ- ଗଣ୍ଡକରଣ – ତୈତିଳସୌରମାସ- କୁମ୍ଭ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୦୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୩୯*✧═════•❁❀*ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୧୩ ଗତେ…

ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି…

ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ ସରପଞ୍ଚ ଜଣଙ୍କ ହେଲେ ପୁନେମ୍ ସନ୍ତ୍ରା। ସେ ପୋଙ୍ଗାଭେଜି ପଞ୍ଚାୟତରେ ସରପଞ୍ଚ ଥିଲେ। ଗତକାଲି ରାତିରେ…

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଶାରଦା ନାୟକ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ…

ନବ ଦାସଙ୍କ ହତ୍ୟା ମାମଲା: ଆଉ ମୁହଁ ଖୋଲିବେନି ନରସିଂହ ମିଶ୍ର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ ଆଉ ମୁହଁ ଖୋଲିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ଏନେଇ ଲାଇଭ୍ କାର୍ଯ୍ୟକ୍ରମରେ କହିଛନ୍ତି । ନବ ଦାସଙ୍କ ଉପରେ ତାଙ୍କର ଟିପଣୀକୁ ନେଇ ନବଙ୍କ…