ପୁରୀ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପୁରୀ ୩୧/୮ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ ସହ ନାଗରିକ ର କର୍ତ୍ତବ୍ୟ ପାଳନ କରି ପାରିଲେ ସ୍ୱାୟତ୍ତ ଶାସନ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।ଆଜି…
ପୁରୀ ୩୧/୮ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ ସହ ନାଗରିକ ର କର୍ତ୍ତବ୍ୟ ପାଳନ କରି ପାରିଲେ ସ୍ୱାୟତ୍ତ ଶାସନ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।ଆଜି…
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଚଂଳ ପରିଷଦରେ ଆଜି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସୋନପୁର ପୈାରପରିଷଦର ଅଧକ୍ଷା ଓ ନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମେ ସୋନପୁର…
ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବେନର ଧରୀ ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ ।…
ଦାମନଯୋଡି: ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥି ଓ ସ୍ଵଭାବ କବି ଗଙ୍ଗାଧର ମେହେର’ଙ୍କ ଜୟନ୍ତୀ ଅବସରରେ ବର୍ଷା ସାହିତ୍ୟ ସଂସଦ ଦାମନଯୋଡ଼ି ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବ ଶ୍ରୀ ପ୍ରମୋଦ କୁମାର…
ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଯଶୋଦା ମା ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ସହ କୁନି କୁନି ଛାତ୍ରୀ ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛନ୍ତି । ଯଶୋଦା ମାଆ ଫାଉଣ୍ଡେସନର…
ଶବ୍ଦ ମିଡ଼ିଆ ବ୍ୟୁରୋ :ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-3 ଅବତରଣ କରିବା ପରେ…
ବିଜୟ କୁମାର ଜେନା : “ତପସ୍ଵିନୀ” କାବ୍ୟର ଅମର କବି, ସ୍ବର୍ଗତ ଗଙ୍ଗାଧର ମେହେର; ସ୍ଵଭାବ କବି ଭାବରେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ। ଉନବିଂଶ ଶତାବ୍ଦୀର ରୀତି ଯୁଗର ସେ ଜଣେ ବିଶିଷ୍ଟ କବି। ତାଙ୍କର ଜନ୍ମ ଅଗଷ୍ଟ ୯…
ରାୟଗଡା:-ତା.29/08-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଫଟୋ,ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଝୁଲି ରହିଛି ପଥର ଓ ବିମ୍। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି। ସେପଟେ କୋଣାର୍କ…
ବଞ୍ଚି ଥାଉ ଥାଉ ମଣିଷକୁ ମାରି ଦେଉଛନ୍ତି ଦଶମନ୍ତପୁର ବ୍ଲକ ପ୍ରଶାସନ l ବଞ୍ଚି ଥାଇ ମୃତ୍ୟୁ ର ଖବର ପାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ l ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର…