ସୋନପୁର ବିଜେପିରେ କଳି, ଜିଲ୍ଲା ବିଜେପି ସଭାପତିଙ୍କ ପ୍ରେସ ମିଟ

ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବେନର ଧରୀ ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାକୁ ନେଇ ସୁବର୍ଣ୍ଣପୁର ବିଜେପି ସଭାପତି ଓ କିଛି କାର୍ଯ୍ୟକର୍ତା ଏକ ସାମ୍ଭାଦିକ ସମ୍ମୀଳନି କରି ସେମାନଙ୍କ ଉପରେ ବର୍ଷି ଥିଲେ । ବଳରାମ ସିଂ ଯାଦବ ଓ ବଲଦେବ ବେଦବାକ ବିଜେପିର ପ୍ରାଥମିକ ସଦସ୍ୟ ନଥିବା ବେଳେ କିପରି ଭାବରେ ବିଜେପିର ପୋଷ୍ଟର ଓ ବେନର ଲଗାଇ ଆନ୍ଦୋଳନ କଲେ ବୋଲି ପ୍ରଶ୍ନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ପାଇଁ ଆଇନ ର ଆଶ୍ରୟ ନିଆଯିବ ବୋଲି କହିଛନ୍ତି । ଆଗାମି ଦିନରେ ଏମାନଙ୍କ ପାଇଁ କୈାଣସି ବିଶୃଙ୍ଖଳା ସୃଷ୍ଟି ହେଲେ ସୋନପୁର ବିଜେପି ଦାୟୀ ରହିବ ନାହିଁ ବୋଲି କହିଛନ୍ତି ।

You May Also Like

More From Author

+ There are no comments

Add yours