୭ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ
ଟାଙ୍ଗୀ,୩/୧୨ : ପୁଣି ଚିଲିକାରେ ହୋଇଛି ପକ୍ଷୀ ଶିକାର। ଶୀତ ଋତୁରେ ଚିଲିକା ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିବା ବେଳେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ଗତକାଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା…
ଟାଙ୍ଗୀ,୩/୧୨ : ପୁଣି ଚିଲିକାରେ ହୋଇଛି ପକ୍ଷୀ ଶିକାର। ଶୀତ ଋତୁରେ ଚିଲିକା ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିବା ବେଳେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ଗତକାଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା…
ପୁଣି ଚର୍ଚ୍ଚାରେ ସୁନ୍ଦର ପିଚାଇ। ଏଥର ଭାରତକୁ ନେଇ ତାଙ୍କର ମନ୍ତବ୍ୟ ଏବେ ତାଙ୍କୁ ପ୍ରଶଂସାର ପାତ୍ର କରିଛି । ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ…
ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ । ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ଦୂରତା ବଢିବାରେ ଲାଗିଛି । ଧନୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା ହ୍ରାସ…
ରଣପୁର : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜନୈକ ଡାକ୍ତର ଙ୍କ କ୍ୱାଟର ସମୁଖରେ ଘଟିଛି ଅଭାବନୀୟ ଘଟଣା। ମୀରାକଲ ପାଥଲୋଜିକାଲ ଡ଼ାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟ ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଚାନ୍ଦପୁର…
ଦିନକୁ ଦିନ ପ୍ରଦୂଷଣ ସମଗ୍ର ବିଶ୍ୱର ଚିନ୍ତାର କାରଣ ପାଲଟିଛି । ଜନ ଜୀବନ ସଂକଟ ଦେଇ ଗତି କରୁଛି । ଏନେଇ ଲୋକେ ବହୁତ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି । ପ୍ରଦୂଷଣ ଯୋଗୁ ଜୀବନ ଉପରେ ଭରଷା କମି…
ନିର୍ବାଚନ ଆୟୋଗ ଗୁଜରାଟ ନିର୍ବାଚନ ପାଇଁ ନଭେମ୍ବର ୩ରେ ତାରିଖ ଘୋଷଣା କରିଥିଲେ। ସେହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ରେଡ ଲାଇଟ ଅଞ୍ଚଳରେ ସଚେତନତା ଅଭିଯାନ ଜାରିରହିବ। ତେବେ ଏହା ପରେ ମଧ୍ୟ ଏଭଳି ଗୋଟିଏ…
ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ…
ନୂଆଦିଲ୍ଲୀ: ମଣିଷ କାଟିଲା ମଣିଷ ମାଂସ । ଟିକ ଟିକ କରି ୩୫ଖଣ୍ଡ କରିଦେଲା , ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡ । ଭଲପାଇବାର ରକ୍ତାକ୍ତ ଚିତ୍ର ଦେଖୁଛି ସାରା ଦେଶ । ପ୍ରେମିକାକୁ ୩୫ ଖଣ୍ଡରେ କାଟିଛି ଜହ୍ଲାଦ ପ୍ରେମିକ ।…
ଚିତ୍ର କବିତା (୩) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ www.sabdaodisha.com । ନୂଆ ନୂଆ ଚିତ୍ର କବିତା ପଢିବାକୁ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜା, ପାଟରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିଜର ଝିଅ-ଜ୍ବାଇଁଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି। ଏ…