ଓଡ଼ିଆ ମହିଳା ବୈଜ୍ଞାନିକ ଡ.ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମିଳିବ ଆନ୍ତର୍ଜାତିକ ପୁରସ୍କାର
ଶବ୍ଦମିଡ଼ିଆ ବ୍ୟୁରୋ:ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ୨୦୨୩ ମସିହାର ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର (ଆଇୟୁପିଏସି ଡିଷ୍ଟିଂଉଇସ୍ ଓମା୍ୟନ ଇନ୍ କେମେଷ୍ଟି ଅର୍ କେମିକାଲ ଇଞ୍ଜିନିୟରିଂ) ପାଇଁ…