Mon. Nov 30th, 2026

Tag: #sabdalive

ଡବ୍ଲୁଏମଓର ଉପାଧ୍ୟକ୍ଷ ହେଲେ ମୃତୁ୍ୟଞ୍ଜୟ ମହାପାତ୍ର

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ରକୁ ମିଳିଛି ବଡ଼ ଦାୟିତ୍ୱ। ସେ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ)ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ…

ଜୁନ ୬ ପର୍ଯ୍ୟନ୍ତ ବଢିଲା ପଛୁଆ ବର୍ଗଙ୍କ ସର୍ଭେ ଅବଧି

ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ୩୦ ତାରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ…

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷା

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ତଥା ପୁରୀ ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟ ର…

ମିଳିତ ଅମଲା ମଞ୍ଚର ଶୋଭାଯାତ୍ରା ଓ ଧାରଣା, ସରକାରୀ କାର୍ଯ୍ୟ ଠପ

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗ ର ଅମଲା ମାନେ ସେମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ଦିର୍ଘ ୬ ବର୍ଷ ଅତିକ୍ରମ ହୋଇ ଯାଇଥିଲେ…

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ କାଳୀନ ଏହି ରେଡ୍ କରାଯାଉଛି । ଆଜି ସକାଳୁ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ…

ମଣିପୁରରେ ଫେରୁଛି ଶାନ୍ତି!

ଅଶାନ୍ତ ହୋଇପଡିଥିଲା ମଣିପୁର । ମାସାଧିକ ସମୟ ପରେ ବି ଏଥିରେ ରୋକ ଲାଗୁ ନଥିଲା । ଏଭଳି ପରିସ୍ଥିତିରେ ରାଜ୍ୟରେ ପହଂଚିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାରି ସହ ଚର୍ଚ୍ଚା ହେଉଛି ଯେ ହିଂସାର ନିଆଁ ଜଳିଥିବା ମଣିପୁରରେ…

କମିଲା ଗ୍ୟାସ ଦର

ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି…

ପୁଣି ୧ନମ୍ବର ସ୍ଥାନକୁ ଉଠିଲେ ଏଲନ ମସ୍କ

ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍ଭିଏମ୍ଏଚ୍ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି।ବୁଧବାର ପ୍ୟାରିସ୍ ଟ୍ରେଡିଂରେ ଆର୍ଣ୍ଣଲ୍ଟଙ୍କ…

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍…

‘ଶିକ୍ଷା ଓ ଗର୍ଭଧାରଣ ଉଭୟରେ ମହିଳାଙ୍କ ପୂର୍ଣ୍ଣ ଅଧିକାର’

କୌଣସି ନାଗରିକଙ୍କୁ ତାଙ୍କର ଶିକ୍ଷା ଅଧିକାର କିମ୍ବା ପ୍ରଜନନ ସ୍ବାଧୀନତା ଅଧିକାର ମଧ୍ୟରେ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ପୁରୁଷ ନିଜର ଉଚ୍ଚଶିକ୍ଷା ଅନୁସରଣ କରୁଥିବାବେଳେ ତାଙ୍କ ପିତା ହେବାର ଆନନ୍ଦ ଉପଭୋଗ କରିପାରୁଛନ୍ତି। ଯେତେବେଳେ ଜଣେ ମହିଳାଙ୍କୁ ଗର୍ଭଧାରଣର…