Mon. Nov 30th, 2026

Tag: #sabdamedia

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା

ଆଜି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡର ମିଳିତ ଉଦ୍ୟମରେ ରାୟଗଡ଼ ଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ସଚେତନତା ପଦଯାତ୍ରା ରାୟଗଡ଼ ସହରର କୋରାପୁଟ ଛକ…

କୁଆଡେ ଯିବ ପ୍ରିୟଙ୍କାଙ୍କ ରାଜନୈତିକ କ୍ୟାରିଅର?

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ସୋନିଆ…

ଅନୁକମ୍ପା ଅଧାରରେ ମିଳିଥିବା ଚାକିରୀ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଅନୁକମ୍ପା ଆଧାରରେ ଚାକିରୀକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ମିଳୁଥିବା ଚାକିରୀ ପାଇଁ ଶୈକ୍ଷଣିକ ଓ ପେଷାଦାରୀ ଯୋଗ୍ୟତା ପୂରଣ କରିବା ଜରୁରୀ। ଏପରି ନୁହେଁ କି ଯୋଗ୍ୟତା…

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍…

ରଥର ନାଁ ନନ୍ଦିଘୋଷ

ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ…

ବାଉଁଶ କାରିଗର ଓ ହସ୍ତଶିଳ୍ପକୁ ପ୍ରୋତ୍ସାହନ

କୋରାପୁଟ : କୋରାପୁଟ ଜିଲ୍ଲାରେ କୁଟୀର ଶିଳ୍ପ ରେ ବହୁ ପରିବାର ଜୀବିକା ନିର୍ବାହ କରୁଛନ୍ତି । ତେବେ ଅନେକ ସମୟରେଏମାନଙ୍କୁ ପ୍ରୋତ୍ସାହନ ମିଳିବାରେ ଅସୁବିଧା ହେଉଛି । କିନ୍ତୁ କାପକୋ କୋରାପୁଟ ଆଗ୍ରୋ ପ୍ରଡୁସର୍ କମ୍ପାନୀ ଯାହାକି ଏକ ସରକାରୀ…

ପୁରୀର ମା ମଶାଣିଚଣ୍ଡୀଙ୍କ ପୀଠ

ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ…

ସୁବର୍ଣ୍ଣପୁରରେ ଅବକାରୀ ଚଢ଼ଉ,୪୭ କେଜି ଗଞ୍ଜେଇ ଜବତ,୫ ଜଣ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ବାରା ଚଢାଉ କରି ୪୭ କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ପାଟ୍ରୋଲିଂ ଟିମ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସଂସାମୁରା ଛକ…

୨୩ରୁ କଡାକଡି ହେବ ନମ୍ବର ପ୍ଲେଟ୍ ଯାଞ୍ଚ, ନହେଲେ ଗଣିବ ତଣ୍ଡ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବା ଗାଡି ଚାଳକଙ୍କୁ ଚେତାବନୀ । ଆସନ୍ତା ୨୩ରୁ କଡାକଡି ହେବ ନମ୍ବର ପ୍ଲେଟ୍ ଯାଞ୍ଚ । ହାଇ ସିକ୍ୟୁରିଟି ନମ୍ବର ନଥିଲେ ଗଣିବେ ଫାଇନ୍‌ । ୫ରୁ ୧୦ ହଜାର ଯାଏଁ ଫାଇନ୍ ଆଦାୟ ହେବ…

କଳା ଓ ଧନ୍ଦାମୂଳକରେ ବି କମାଲ କଲେ ଝିଅ

ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ -www.orissaresults.nic.inରେ ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର ପାସ…