Thu. Oct 15th, 2026

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବା ଗାଡି ଚାଳକଙ୍କୁ ଚେତାବନୀ । ଆସନ୍ତା ୨୩ରୁ କଡାକଡି ହେବ ନମ୍ବର ପ୍ଲେଟ୍ ଯାଞ୍ଚ । ହାଇ ସିକ୍ୟୁରିଟି ନମ୍ବର ନଥିଲେ ଗଣିବେ ଫାଇନ୍‌ । ୫ରୁ ୧୦ ହଜାର ଯାଏଁ ଫାଇନ୍ ଆଦାୟ ହେବ କଟିବ ଇ-ଚାଲାଣ । ଏଥିପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇବେ ରାଜ୍ୟ ପରିବହନ ବିଭାଗ ।ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଅବଧି ଫେବ୍ରୁଆରୀରୁ ସରିଛି । ଜୁନ୍‌ ୨୩ରୁ ପୁଣି ନମ୍ବର ପ୍ଲେଟ୍‌ ଯାଞ୍ଚ ହେବ । ସ୍ପେଶାଲ ଡ୍ରାଇଭ୍‌ କରି ଯାଞ୍ଚ ହେବ ଗାଡି । ହାଇ ସିକ୍ୟୁରିଟି ନମ୍ବର ନଥିଲେ ଲାଗୁ ହେବ ଫାଇନ୍‌ । ୫ରୁ ୧୦ ହଜାର ଯାଏଁ କଟିବ ଇ-ଚାଲାଣ ।

Leave a Reply

Your email address will not be published. Required fields are marked *