Mon. Nov 30th, 2026

Tag: #sabdamedia

ଦୁର୍ଗମ ଇଲାକାରେ ଅପହଞ୍ଚ ନେଟୱର୍କ ସେବା ; ପାହାଡ ଉପରେ ବ୍ୟାଙ୍କ ସେବା ଯୋଗାଉଛି ମିଶନ ଶକ୍ତି

ଆଧୁନିକ ଯୁଗରେ ଭାରତର କୋଣ ଅନୁକୋଣରେ ଅତ୍ୟାଧୁନିକ 5G ସେବା କାର୍ଯ୍ୟକାରୀ ହେଲାଣି ।କିନ୍ତୁ ଦୁର୍ଗମାଞ୍ଚଳ ରେ ଏବେ ବି ଅପହଞ୍ଚ , ମୋବାଇଲ ନେଟୱର୍କ ସେବା । ଏଥିପାଇଁ ଅନେକ ସ୍ଥାନରେ କେଉଁଠି ପାହାଡ଼ ଉପରେ ତ ଅନ୍ୟ କେଉଁଠାରେ…

ପୁରୀରେ ରାମ ନବମୀ ରୁ ଆରମ୍ଭ ହେଲା ସାହିଯାତ

ଆଜି ରାମ ନବମୀ।ମର୍ଯ୍ୟଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ତିଥି।ଏହି ପବିତ୍ର ତିଥି ରୁ ଆରମ୍ଭ ହୋଇଛି ପୁରୀ ର ପ୍ରସିଦ୍ଧ ସାହିଯାତ।ଯାହା ରାମ ନବମୀ ଠାରୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅର୍ଥାତ ଅପ୍ରେଲ ୧୫ ତାରିଖ…

ମାଆ ଭଗବତୀଙ୍କ ପୀଠରେ ଅଶୋକାଷ୍ଟମୀ

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ । ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକ ଯାତ୍ରା ମା’ଙ୍କର ବର୍ଷର ଶେଷ…

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ଜୟପ୍ରଦା । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ…

ପୁଣି ଛଟେଇ ପର୍ବରେ ଅନ୍‌ଏକାଡେମୀ

ଥମୁନି ଛଟେଇ ପର୍ବ। ଅନଲାଇନ୍‌ ଶିକ୍ଷାଦାନ କରୁଥିବା ଦ୍ବିତୀୟ ବଡ଼ ଭାରତୀୟ କମ୍ପାନୀ ଅନ୍‌ଏକାଡେମୀ ପୁଣି ଥରେ ଶତାଧିକ କର୍ମଚାରୀଙ୍କ ଛଟେଇ କରିଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ଚତୁର୍ଥ ଥର ଛଟେଇରେ ପ୍ରାୟ ୧୨ ପ୍ରତିଶତ କର୍ମଚାରୀ ଅର୍ଥାତ୍‌…

ରାହୁଲଙ୍କୁ ନେଇ ଏମିତି କହିଲା ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ

ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଘଟଣା ଦାଣ୍ଡରେ ପଡି ହାଟରେ ପଡ଼ିଲାଣି। ଦେଶ ପରେ ବର୍ତ୍ତମାନ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଲାଣି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର…

ରଥଯାତ୍ରାକୁ ମିଳିବ କି ୟୁନେସ୍କୋ ମାନ୍ୟତା?

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିବ କି ୟୁନେସ୍କୋରର ମାନ୍ୟତା? ମହାପ୍ରଭୁ ଜଗନ୍ନାଥଙ୍କ ଚଳିତବର୍ଷ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା କେମିତି ମିଳିବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ଆଜି ରଥଯାତ୍ରା ୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ…

ଏହି ଆପ୍ଲିକେସନ୍ ଫୋନ୍ ଉପରେ ପକାଇଥାଏ ପ୍ରଭାବ

ଆମ ଫୋନରେ କିଛି ନିର୍ଦ୍ଧିଷ୍ଟ ଆପ୍ଲିକେସନ ରହିଥାଏ ଯାହା ମାଧ୍ୟମରେ ଫୋନ ଉପରେ ପ୍ରଭାବ ପଡିଥାଏ। ଫୋନରେ ଥିବା ଏହି ଆପ୍ସ ଯୋଗୁଁ କେବଳ ବ୍ୟାଟେରୀ ବ୍ୟବହାର ବୃଦ୍ଧି ହୁଏ ନାହିଁ, ବରଂ ଅନ୍ୟାନ୍ୟ କାରଣ ମଧ୍ୟ ଅଛି ଯେଉଁଥିପାଇଁ ଫୋନର…

ଦେଶ ପାଳୁଛି ରାମ ନବମୀ, ଦିଲ୍ଲୀର କାଟୱରିଆ ପାଲଟିଛି ଲୋକାରଣ୍ୟ

ଆଜି ସାରା ଦେଶ ପାଳୁଛି ରାମ ନବମୀ। ଏହି ଅବସରରେ ଦେଶର ପ୍ରାୟ ପ୍ରତ୍ୟେକ ମନ୍ଦିରରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଶୋଭା ଯାତ୍ରା ଆୟୋଜିତ ହୋଇଛି । ଭକ୍ତମାନେ ରାମ ନବମୀ ଅବସରରେ କାଟୱରିଆ ସରାୟରେ…

ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ

ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ରାଧାକାନ୍ତ ମଠଠାରୁ ତୋରଣ…