Mon. Nov 30th, 2026

Tag: #sabdaodisha

ମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଟିମ୍ ଇଣ୍ଡିଆ ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ । ଗ୍ରୁପ୍-୨ରୁ ଇଂଲଣ୍ଡ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଯାଇଛି । ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି…

ସାଲିସ୍ ପାଇଁ ସୋମାଲିକାଙ୍କୁ ଫୋନରେ ଧମକ!

ଶବ୍ଦ ଓଡିଶା ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଥମୁନି। ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଠିଥିବା ଝଡ଼ ଥମୁନଥିବା ବେଳେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି । ଯେଉଁଥିରେ ବିଧାୟକ…

ଚିନ୍ତା ବଢ଼ାଉଛି ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର ଚିନ୍ତା ବଢ଼ାଉଛି । ଗତକାଲି ରାତିରେ ପୁଣି ୪ ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସୋର ମେଡିକାଲରେ ଚିକିତ୍ସିତ ହେଉଥିଲେ କନ୍ୟାଶ୍ରମ ଅନ୍ତେବାସିନୀ ରାଖୀ ସାନ୍ତରା, ନନ୍ଦିନୀ…

ସାମ୍ନାକୁ ଆସିଲା ଫଟୋ, ନବ ଦାସଙ୍କୁ ପାଖରୁ ଗୁଳି କରିଛି ଅଭିଯୁକ୍ତ ଗୋପାଳ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଆଉ ଗୋଟିଏ ଫଟୋ। ଗୋପାଳର ଏକାଧିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ମିଳିଛି ଆଉ ଏକ ଫଟୋ। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ…

ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ…

ବିଧାନସଭା ବଜେଟ୍ ଅଧିବେଶନ ଆଜିଠୁ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଶବ୍ଦ ଓଡିଶା ବ୍ୟୁରୋ:ବିଧାନସଭା ବଜେଟ୍ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ। ମୁଖ୍ୟତଃ ନବ ଦାସ ହତ୍ୟା ଘଟଣାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଶାସକ ବିଜେଡିର ଗୁମର ଖୋଲିବାକୁ…

ଗଂଜାମ ଜିଲ୍ଲା PRI ନିର୍ବାଚନ ପ୍ରତିନିଧି ଓ ଅଧିକାରୀ ବାଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନତୀ ମୂଳକ କାର୍ଯ୍ୟ ପରିଦର୍ଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଗଂଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କ ସହ ବାଣପୁର ବ୍ଲକର ଭେଟେଶ୍ୱର,ଗାଲୁଆ ଓ ଗମ୍ଭାରିମୁଣ୍ଡା ପଞ୍ଚାୟତରେ ସରକାରଙ୍କ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଯୋଜନା ଦେଖିବା ସହ ପ୍ରତ୍ୟେକ ପଞ୍ଚାୟତର ମିଶନ୍ଶକ୍ତି ସଦସ୍ୟାଙ୍କ ସହ ସାକ୍ଷାତ ଓ ଆଲୋଚନା…

ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗ:ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ

ଶବ୍ଦମିଡ଼ିଆ ବ୍ୟୁରୋ:ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଆରବିଏସ୍‌କେ ଆୟୁଷ ଡାକ୍ତର। ଏଥିପାଇଁ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ସେବା ବ୍ୟାହତ ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଆରବିଏସକେ ଆୟୁଷ ଡାକ୍ତର ସଂଘ ଚେତାବନୀ…

ବିବାହ ବନ୍ଧନରେ ବାନ୍ଧି ହେବେ ଓୟେ(Oyo)ହୋଟେଲ ମାଲିକ ରିତେଶ ଅଗ୍ରୱାଲ,ପ୍ରଧାନମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ

ଶବ୍ଦମିଡ଼ିଆ ବ୍ୟୁରୋ:ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲସର ମାଲିକ ରୀତେଶ ଅଗ୍ରୱାଲ। ଆସନ୍ତାମାସରେ ସେ ଏହି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେଥିପାଇଁ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବା କାମ ଆରମ୍ଭ କରିଛନ୍ତି। ସେ ଏବଂ…

ଅନ୍ତଜାର୍ତୀୟ କ୍ରିକେଟରେ କୋହଲିଙ୍କ ଦ୍ରୁତ ୨୫୦୦୦ ରନ,ଭାଙ୍ଗିଲେ ସଚିନଙ୍କ ରେକର୍ଡ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଜଗତର ଷ୍ଟାର ଖେଳାଳି ବିରାଟ କୋହଲି ଭାରତୀୟ କ୍ରିକେଟ ଦଳରେ ପ୍ରବେଶ କରିବା ଦିନ ଠାରୁ କ୍ରିକେଟ ତିନୋଟି ଫର୍ମାଟରେ ଉତ୍ତମ ପ୍ରଦର୍ଶନ କରିଛନ୍ତି।ନିଜର ଏହି ଲଗାତାର ପ୍ରଦର୍ଶନ ବଳରେ ନିଜେ ଅନେକ ରେକର୍ଡ ପ୍ରତିଷ୍ଠା କରିବା…