ଚିନ୍ତା ବଢ଼ାଉଛି ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର ଚିନ୍ତା ବଢ଼ାଉଛି । ଗତକାଲି ରାତିରେ ପୁଣି ୪ ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସୋର ମେଡିକାଲରେ ଚିକିତ୍ସିତ ହେଉଥିଲେ କନ୍ୟାଶ୍ରମ ଅନ୍ତେବାସିନୀ ରାଖୀ ସାନ୍ତରା, ନନ୍ଦିନୀ ସିଂ, ପୂର୍ଣ୍ଣିମା ଦାସ, ରାକ୍ଷୀ ସିଂ ।
ଜ୍ୱର କମୁନଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଜ୍ୱରରେ ପୀଡ଼ିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଆଶ୍ରମର ୨୫ରୁ ଅଧିକ ଅନ୍ତେବାସୀ ଜର ହୋଇଛି

You May Also Like

More From Author

+ There are no comments

Add yours