ସାଲିସ୍ ପାଇଁ ସୋମାଲିକାଙ୍କୁ ଫୋନରେ ଧମକ!

ଶବ୍ଦ ଓଡିଶା ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଥମୁନି। ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଠିଥିବା ଝଡ଼ ଥମୁନଥିବା ବେଳେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି । ଯେଉଁଥିରେ ବିଧାୟକ ବିଜୟଶଙ୍କର ଜଣେ ପ୍ରତିନିଧି ଫୋନ୍ କରି ସୋମାଲିକା ଦାଶଙ୍କ କମ୍ପ୍ରୋମାଇଜ୍ କରିବା ପାଇଁ ଫୋନରେ ତାଗିଦ କରୁଛନ୍ତି ।
ସେ କହୁଛନ୍ତି- ଭୁଲ କେବଳ ବିଧାୟକଙ୍କ ନଥିବ, ତୁମର ବି ଭୁଲ ଥିଲା । ତେଣୁ କମ୍ପ୍ରୋମାଇଜ୍ କରିବା ପାଇଁ ଚାହୁଁଛନ୍ତି କି ବୋଲି ଫୋନରେ ସୋମାଲିକାଙ୍କୁ ପ୍ରଶ୍ନ କରୁଛନ୍ତି ।

You May Also Like

More From Author

+ There are no comments

Add yours