ଆରବିଆଇ ମନିଟାରୀ ପଲିସି ଘୋଷଣା:ବ୍ୟାଙ୍କ ମନ ଇଚ୍ଛା ଲଗାଇ ପାରିବ ନାହିଁ ଫାଇନ
ଶବ୍ଦମିଡ଼ିଆ ବ୍ୟୁରୋ:ରେପୋରେଟ୍କୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍। ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା ହୋଇଛି। ପୂର୍ବ ଅପେକ୍ଷା ଆପଣଙ୍କୁ ଋଣ ପାଇଁ ଅଧିକ ଇଏମ୍ଆଇ ଦେବାକୁ ପଡ଼ିବ।ହେଲେ ଅନେକ ସମୟରେ ଠିକ୍ ସମୟରେ ଇଏମ୍ଆଇ ନ ଭରିବାରୁ…