ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ ପ୍ରସଙ୍ଗ: ଆଜି ବସିବ ନୀତି ସବକମିଟି ବୈଠକ
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀଜିଉଙ୍କ ବନକଲାଗି ପ୍ରସଙ୍ଗରେ ଆଜି ବସୁଛି ନୀତି ସବକମିିିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ…