Mon. Nov 30th, 2026

Tag: #sabdaodisha

ପୁରୀ ଜିଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ

ଶବ୍ଦ ମିଡ଼ିଆ ବ୍ୟୁରୋ: ପୁରୀ ଜିଲାର ଗୋପଠାରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର…

ରବିନ୍ଦ୍ରଙ୍କୁ ଝଟକା, ରଦ୍ଦ ହେବନି ସିସୋର ଠକେଇର ମାମଲା

ଶବ୍ଦ ମିଡ଼ିଆ ବ୍ୟୁରୋ:ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ…

ପୁଣି ଭୂକମ୍ପରେ ଥରିଉଠିଲା ତୁର୍କୀ : ରିକ୍ଟର ସ୍କେଲରେ ତିବ୍ରତା ୫.୬ ରେକର୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଭୟଙ୍କର ଭୂମିକମ୍ପରେ ଥରିଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା…

ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କ ପରଲୋକ

ଶବ୍ଦ ଓଡିଶା ବ୍ୟୁରୋ: ସାହିତ୍ୟିକା ନିର୍ମଳାପ୍ରଭା ନାୟକଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୩ବର୍ଷ ବୟସରେ ପରଲୋକ ହୋଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୨୦ ମସିହାରେ ସେ…

ଶକ୍ତି କ୍ଷେତ୍ରରେ ବିଶେଷ ଗୁରୁତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ …

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ବେଙ୍ଗାଲୁରୁରେ ଇଣ୍ଡିଆ ଏନର୍ଜୀ ୱିକ୍-୨୦୨୩ରେ ସେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ସୋଲାର କୁକିଂ ସିଷ୍ଟମର…

ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି। ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ(ILBS)ହସପିଟାଲରେ…

ଏସିଆ ମହାଦେଶର ସର୍ବବୃହତ…ହେଲିକପ୍ଟର ପ୍ରସ୍ତୁତ ପାଇଁ ବଡ କାରଖାନା

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକରେ ଉଦଘାଟିତ ହୋଇଛି ହାଲର ହେଲିକପ୍ଟର ଫ୍ୟାକ୍ଟ୍ରି । ଏହି ହେଲିକପ୍ଟର କାରଖାନା ଏସିଆ ମହାଦେଶର ସବୁଠାରୁ ବଡ ହେଲିକପ୍ଟର କାରଖାନା । ପ୍ରତିରକ୍ଷା ବିଭାଗର ସୂଚନା ଅନୁସାରେ ଏହାର ନାମ ରଖାଯାଇଛି ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା…

ଗୌତମ ଆଦାନୀ ସମୟ ପୂର୍ବରୁ ଫେରାଇଲେ ୮,୩୦୦ କୋଟି । ଜାରି କରାଗଲା ବିସ୍ତୃତ ତଥ୍ୟ।

ଶବ୍ଦ ଓଡିଶା ବ୍ୟୁରୋ: ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା…

ରାୟଗଡରେ ଜିଲ୍ଲାସ୍ତରୀୟ କୃଷିମେଳା ଉଦଯାପିତ

ରାୟଗଡା: ରାୟଗଡରେ ଦୀର୍ଘ ୪ଦିନ ବ୍ୟାପୀ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ ହୋଇଯାଇଛି l ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ନିର୍ଦ୍ଦେଶକ…

ରାୟଗଡାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡା : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେଏହି ଅଭିଯୋଗ ଶୁଣାଣି ଶିବିରରେ ଅନୁଷ୍ଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲାମୁଖ୍ୟ…