Mon. Nov 30th, 2026

Tag: #sabdamedia

ଚାନ୍ଦିପୁର ଆଇଟିଆର ହନିଟ୍ରପ ମାମଲା:ସତ ମାନିଛି ଅଭିଯୁକ୍ତ ବାବୁରାମ

ଶବ୍ଦଓଡିଶା ବ୍ୟୁରୋ:ହନିଟ୍ରାପ ଶିକାର ହୋଇ ଫସିବା ଏହା ଆଜି ନୁହେଁ ଆଗରୁ ଏହିଭଳି ଅନେକ ଥର ହୋଇଛି।ଏହାକୁ ନେଇ ସରକାର ଅନେକ ବାର ବଡ଼ ବିପଦର ସମ୍ନା କରିବାର ପରିସ୍ଥିତି ଉପୁଜିଛି।ସେହିପରି ଚାନ୍ଦିପୁର ଆଇଟିଆର ହନିଟ୍ରପ ଶିକାର ହୋଇଛନ୍ତି ବାବୁରାମ ଦେ।ଫ୍ରେବ୍ରୁଆରୀ…

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ: ମୁମ୍ବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଏମଡି ମୁକେଶ ଆମ୍ବାନୀଙ୍କୁ ଭେଟିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମଜବୁତ କରିବା ଏବଂ ଓଡ଼ିଶାକୁ ନିବେଶର ଏକ ଉତ୍ତମ ସ୍ଥାନ ଭାବେ…

୨ ସପ୍ତାହ ପରେ ପୁଣି ଥରିଲା ତୁର୍କୀ

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା…

କଟକରୁ ଜବତ ହେଲା ନକଲି ଔଷଧ

ଶବ୍ଦମିଡ଼ିଆ ବ୍ୟୁରୋ: କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଛି । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’…

୫ଦିନ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି…

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସୂଚନା,ରାଜ୍ୟର ୩ ଟି ଜିଲ୍ଲାରେ ମିଳିଛି ସୁନା ଖଣି ସନ୍ଧାନ

ଶବ୍ଦଓଡ଼ିଶା ବ୍ୟୁରୋ:କଥାଟି ଯଦି ସତ ହୋଇଥାଏ।ତେବେ ରାଜ୍ୟ ପାଇଁ ପୁଣି ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି।ରାଜ୍ୟରେ ରହିଛି ଏକାଧିକ ସୁନାଖଣି । ୩ଟି ଜିଲ୍ଲାରେ ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ…

ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀ:ଓଡ଼ିଶାର ଭିତରକନିକାକୁ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ମାନ୍ୟତା

ଶବ୍ଦମିଡ଼ିଆଓଡ଼ିଶା ବ୍ୟୁରୋ:ଓଡ଼ିଶା ପାଇଁ ସମ୍ମାନ ଏବଂ ଗୌରବ। ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନକୁ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ମାନ୍ୟତାରେ ପୁରସ୍କୃତ ହୋଇଛି।ପ୍ରକୃତିର ଏକ ବିସ୍ମୟ ହେଉଛି ଭିତରକନିକା । ୬୭୨ ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ…

ମୁଖ୍ୟ ଶାସନ ସଚିବ ପଦବୀ ଗ୍ରହଣ କରିବା ପୂର୍ବରୁ ମହା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ବରିଷ୍ଠ ଆଇଏସ ପ୍ରଦୀପ ଜେନା

ଶବ୍ଦମିଡ଼ିଆ ବ୍ୟୁରୋ:ନୂତନ ଭାବରେ ମୁଖ୍ୟ ଶାସନ ସଚିବ ଦାଇତ୍ୱ ନେବାକୁ ଯାଉଛନ୍ତି ବରିଷ୍ଠ ଆଇଏସ ପ୍ରଦୀବ ଜେନା।ଆସନ୍ତା କାଲି ୨୮ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ଗ୍ରହଣ କରିବେ।ତେବେ ମୁଖ୍ୟ ଶାସନ ସଚିବ ଦାଇତ୍ୱ…

ଆଜି ପିଏମକିଷାନ ଯୋଜନାରେ ୧୩ ତମ କିସ୍ତି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି…