Wed. Oct 14th, 2026

Tag: #sabdalive

ଭିଜିଲାନ୍ସ ଜାଲରେ ବନ୍ଧୁଗାଁ ସିଡିପିଓ ଓ କିରାଣୀ

ଲାଞ୍ଚ ନେଇ ଧରା ପଡ଼ିଲେ ସିଡିପିଓ ଏବଂ କିରାଣୀ। ଅଙ୍ଗନବାଡି କର୍ମୀ ପଦବୀ ନିମନ୍ତେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିଡିପିଓଙ୍କ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ ଜୟପୁର ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଏହି ଲାଞ୍ଚ ଘଟଣା ରେ ସଂପୃକ୍ତ ସିଡିପିଓ…

ଏଣିକି ସପ୍ତାହରେ ୬ ଦିନ ବୁଲିହେବ ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଭବନକୁ ବୁଲି ଦେଖିବା ପାଇଁଁ ସାଧାରଣତଃ ଲୋକଙ୍କ ମନରେ ଉତ୍କଣ୍ଠା ଥାଏ । ବର୍ଷକରେ ଲୋକଙ୍କୁ ଥରୁଟିଏ ହିଁ ଏହି ସୁଯୋଗ ମିଳିଥାଏ । କିନ୍ତୁ ଏବେ ସାଧାରଣ ଲୋକଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆସନ୍ତା ମାସରୁ…

କେଉଁ ଦଳ, କେତେ ଧନୀ, ୨୦୨୧-୨୨ର ଏଡିଆର ରିପୋର୍ଟ

ପ୍ରକାଶ ପାଇଛି ୨୦୨୧-୨୨ର ଏଡିଆର ରିପୋର୍ଟ। ଆଞ୍ଚଳିକ ଦଳମାନେ କେଉଁଠୁ ଚାନ୍ଦା ପାଆନ୍ତି ? କେତେ ଟଙ୍କା କେଉଁ ରାଜନୈତିକ ଦଳକୁ ମିଳିଛି? ତାହାର ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ ଫର ଡେମୋକ୍ରଟିକ ରିଫର୍ମସ ବା ଏଡିଆର ୨୦୨୧-୨୨ର…

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶକୁ ୟା ଭିତରେ ବିତି ଗଲାଣି ୪ ଦିନ । କିନ୍ତୁ କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ କାହା ମୁଣ୍ଡକୁ ଦିଆଯିବ ଶାସନ ଦାୟିତ୍ୱ ତାହାକୁ ନେଇ ଚାଲିଥିଲା ଅଙ୍କ କଷା । ତେବେ ବିଭିନ୍ନ…

ଡୁମୁରିପୁଟରେ ଟ୍ରେନ ରହଣୀ ଓ ଭିତ୍ତିଭୂମି ସୁଦୃଢ କରିବାକୁ କୋରାପୁଟ ରେଳ ବିଭାଗ ଆଗରେ ଦାବି

କୋଭିଡ଼୍ ୧୯ ପରଠାରୁ ସୁନାବେଡ଼ା ହାଲ ନିକଟସ୍ତ ଡୁମୁରିପୁଟ ରେଳ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ ଓ ପାସେଞ୍ଜର ରେଳ ରହଣି ବନ୍ଦ ହୋଇଯାଇଛି। ଦୀର୍ଘ ତିନି ବର୍ଷ ଧରି ଏହି ସେବା କୋରୋନା ମହାମାରୀ ଯୋଗୁଁ ରେଳ ବିଭାଗ ପକ୍ଷରୁ ବନ୍ଦ…

ଦହିବରା ଖାଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଦହିବରା ଆଲୁଦମ୍ ଖାଇ ନୁଖାପଡା ଗାଁର ୨୦ ଗୁରୁତର ଅସୁସ୍ଥ। ନରସିଂହପୁର ବ୍ଲକ ନୁଖାପଡା ଓ କମଳା ଦେଇପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ରୁ ପ୍ରକାଶ ଯେ ନୁଖାପଡ଼ା ଓ କମଳାଦେଇପୁର ଅଞ୍ଚଳର ପ୍ରତ୍ୟେକ ଦିନ ଜୈନେକ ଦହିବରା…

ଏକାଦଶ ରାଜ୍ୟ ଥାଇ ବକ୍ସିଂ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଶା ଅଲମ୍ପିକ ଆସୋସିଏସନର ସ୍ୱୀକୃତିପ୍ରାପ୍ତ ସଂସ୍ଥା ବା ଓଡ଼ିଶା ମୁଏଥାଇ ଥାଇ ବକ୍ସିଂ ୟୁନିଅନ ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି l ଦୁଇଦିନ…

ଆବିଷ୍କାର ହେଲା ୬୨ ଟି ନୂତନ ଚନ୍ଦ୍ର

ସୈାର ମଣ୍ଡଳରେ ପ୍ରତ୍ୟୈକ ଦିନ କିଛି ନା କିଛି ନୂଆ ଘଟିଥାଏ। ତେବେ ନିକଟ ଅତୀତରେ ବୃହସ୍ପତି ସର୍ବାଧିକ ଚନ୍ଦ୍ର ଗ୍ରହର ନିକଟ ହେବା କଥା ସମସ୍ତେ ଅନୁଭୁତି ନେଇଛନ୍ତି। ଏହାର ମାସକ ପରେ ଶନି ରିଙ୍ଗ ପାର୍ଶ୍ଵ ଦୁନିଆରେ ୬୨…

କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?

ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ? କ’ଣ…

ଓୟୁଜେ ତରଫରୁ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ; ସାମ୍ବାଦିକଙ୍କ ନାଁରେ ହୋଇଥିଲା ମିଥ୍ୟା ମାମଲା

ରାୟଗଡା ଜିଲ୍ଲା ଗୁଣୁପୁରୁର ବରିଷ୍ଠ ସାମ୍ବାଦିକ ରଞ୍ଜିତ ପାଢୀଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ଓ ଯୋଜନା ବଦ୍ଧ ଭାବେ ଗୁଣୁପୁର ପୋଲିସ୍ କରିଥିଲା ମିଥ୍ୟା ମାମଲା। ଯାହାକୁ ପ୍ରତ୍ୟାହାର କରିବାକୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ଙ୍କୁ ଅବିଭକ୍ତ କୋରାପୁଟ…