ପୁରୀ ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ଭାବେ ନିର୍ମାଣ କରାଯିବ। ରେକର୍ଡ ରୁମ ପାର୍ଶ୍ଵରେ ଜମି ଚିହ୍ନଟ ହୋଇ ଡିପିଆର ପ୍ରସ୍ତୁତ ହୋଇଛି। ଏଥିପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ନଡ଼ିଆ ବାଡେଇ ନୂତନ ବିଲ୍ଡିଂ ପାଇଁ ଶୁଭ…