କଟକ ଜଗତପୁର ଅଞ୍ଚଳରେ ଶିଶୁପୁତ୍ର ବିକ୍ରି ସମୟରେ,ଚାଇଲ୍ଡଲାଇନ ହାବୁଡ଼ରେ ପଡିଲେ ମହିଳା
ଶବ୍ଦମିଡ଼ିଆ ବ୍ୟୁରୋ:ଆଜି କଟକ ଜଗତପୁର ଅଞ୍ଚଳରେ ନବଜାତ ଶିଶୁପୁତ୍ର ବିକ୍ରି ପାଇଁ ଯୋଜନା କରୁଥିବା ସମୟରେ କଟକ ଚାଇଲ୍ଡ ଲାଇନ କମିଟି ହାବୁଡ଼ରେ ପଡିଛନ୍ତି ଜଣେ ମହିଳା।ଜଗତପୁର ଅଞ୍ଚଳର ଇମାମନଗରର ଡୋମସାହିରେ ଜଣେ ମହିଳା ୧୧ ଦିନର ଏକ ନବଜାତ ଶିଶୁ…