ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ସାମିଲ ହେଲା ବାଣପୁର ସଂଘ,ଜାତୀୟ ରାଜପଥ-16 ଅବରୋଧ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ବାଣପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥ 16ରେ ଡ୍ରାଇଭର ଏକତା ମଞ୍ଚ ବାଣପୁରପୁର ସଂଘ ଦ୍ବାରା ଧର୍ମଘଟ ଜାରି । ଧାରଣା ଯୋଗୁ ରାସ୍ତାର ଉଭୟ ପଟରେ ହଜାର ହଜାର ଗାଡି ଅଟକ ରହିଛି । ଦୀର୍ଘଦିନ ଏ ଧର୍ମଘଟ ଚାଲିବା ନେଇ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର କର୍ମକର୍ତା।

You May Also Like

More From Author

+ There are no comments

Add yours