Mon. Nov 30th, 2026

Tag: #sabdamedia

ଦାୟିତ୍ୱ ବାଣ୍ଟିବେ କି ମୋଦୀ-ମମତା?

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଚର୍ଚ୍ଚାରେ ମୋଦୀ-ମମତା । ହେଲେ ବର୍ତମାନ ଏକଥାକୁ ଚର୍ଚ୍ଚାର ପରିସର ଭିତରକୁ ଆଣିଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ । ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ଦୁର୍ଘଟଣା ରୋକିବା ପାଇଁ ଆକ୍ସନ ପ୍ଲାନ

ଶବ୍ଦ ଓଡିଶା ବ୍ୟୁରୋ: ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ତିଆରି ହୋଇଛି ଆକ୍ସନ ପ୍ଲାନ । ଯାନବାହାନର ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ…

ଜନଗଣନାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

ଶବ୍ଦ ଓଡିଶା ବ୍ୟୁରୋ: ଜନଗଣନାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଜାତି ଆଧାରରେ ହେବନି ଜନଗଣନା । ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ…

ଆଗକୁ ବଢୁଛନ୍ତି ଝିଅ; ପୁଅଙ୍କ ତୁଳନାରେ ସ୍କୁଲ ଯାଉଛନ୍ତି ଅଧିକ ଝିଅ

ଶବ୍ଦ ଓଡିଶା ବ୍ୟୁରୋ:ଦେଶ ସ୍ୱାଧୀନତା ପାଇବା ପରଠାରୁ ମହିଳାମାନଙ୍କୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ସେ ମହିଳାଙ୍କ ଶିକ୍ଷା ହେଉ କି ମହିଳାଙ୍କ ସ୍ୱାଧୀନତା, ସବୁକ୍ଷେତ୍ରରେ ମହିଳାଙ୍କ ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାର ଏକ ସୁଫଳ…

ଲୋପ ପାଇବ କି ହନୁ ମାଙ୍କଡ ପ୍ରଜାତି? 

ଶବ୍ଦ ଓଡିଶା ବ୍ୟୁରୋ: ହନୁ ମାଙ୍କଡକୁ ସାଧାରଣତଃ ସମସ୍ତେ ଦେଖିଛନ୍ତି । ମାଙ୍କଡମାନେ ବାରି ଘରେ ଫସଲ ନଷ୍ଟ କରିଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଜାତିକୁ କମ କରିବା ପାଇଁ ଚେଷ୍ଟା କରାଯାଉଥିବା କଥା ସାମ୍ନାକୁ ଆସିଥାଏ ।…

ଚାଲିଛି ଡଟ୍ ଫେଷ୍ଟ, ଝୁମୁଛି ଭୁବନେଶ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଚାଲିଛି ଡଟ୍ ଫେଷ୍ଟ । ଭୁବନେଶ୍ୱରରେ ରାତି ହେଲା ମାତ୍ରେ ଡଟ୍ ଫେଷ୍ଟରେ ଅସମ୍ଭାଳ ଭିଡ । ଲାଇଟ୍ ସାଉଣ୍ଡ ମ୍ୟୁଜିକ୍ ରେ ଦୁଲୁକୁଛି ରାଜଧାନୀର ରାତି । ଲାଇଟ ଚମକରେ ଝଲସି ଉଠୁଛି ଆଖି…

ହିମାଚଳରେ ହିମ ବର୍ଷା

ସ୍ନୋଫଲ୍ ବା ତୁଷାରପାତ ଦେଖିଲେ ଲାଗେ ସତେକି ସ୍ୱର୍ଗରୁ ତୁଳା ଖସୁଛି, ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ତୁଷାରପାତରେ ପ୍ରକୃତି ରାଣୀ…

ଲୋକ ମହୋତ୍ସବ ଚଇତି,ତୃତୀୟ ସନ୍ଧ୍ୟାରେ ଗୀତରେ ଝୁମିଲେ ଦର୍ଶକ

ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟା ଖୁବ ଚିତ୍ତାକର୍ଷକ ହୋଇଥିଲା । ଭରପୁର ଦର୍ଶକଙ୍କ ଭିଡ଼ ଭିତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରଥମେ ନିମନ୍ତ୍ରିତ…

ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ,ପ୍ରସ୍ତାବିତ ବିଜ୍ଞାନ ବ୍ଲକର ଶିଳାନ୍ୟାସ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ,…

ଉଦ୍ୟାନ କୃଷି ତାଲିମ୍ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଭୁବନେଶ୍ଵର ର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ କେନ୍ଦ୍ର ଠାରେ ଚାଲିଥିବା ପାଞ୍ଚ ଦିନିଆ ଉଦ୍ୟମ କୃଷି ତାଲିମ୍ କାର୍ଯ୍ୟକ୍ରମ ଶେଷ ହୋଇଛି l ଆଜି ଅହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ…