Thu. Oct 15th, 2026

Tag: #odishanews

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି ଓ ସିଦ୍ଧାନ୍ତ

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ।…

ସୁବର୍ଣ୍ଣପୁରରୁ ୫୨୦ କେଜି ଗଞ୍ଜେଇ ଜବତ,୧୩ ଗିରଫ

ଭିନ୍ନ ଢଙ୍ଗରେ ଗଞ୍ଜେଇ ଚାଲାଣକାରୀକୁ କାବୁ କଲା ପୋଲିସ । ସୁବର୍ଣ୍ଣପୁର- ବୁର୍ଡା ରାସ୍ତାର ଅର୍ଜୁନପୁର ଠାରେ ପୋଲିସ ଚେକିଙ୍ଗ କରୁଥିବା ସମୟରେ ହାର୍ଭେଷ୍ଟର ବୋଝେଇ ଏକ ଇଚର ଟ୍ରାକ୍ଟରକୁ ଅଟକାଇଥିଲା ପୋଲିସ । ଟ୍ରାକ୍ଟରରେ ହାର୍ଭେଷ୍ଟର ସହିତ କିଛି ବସ୍ତା…

ସୁବର୍ଣ୍ଣପୁର ଉନ୍ମୋଚନ ହେଲା କଂଗ୍ରେସ ଗ୍ୟାରେଣ୍ଟି କାର୍ଡ

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିନୋଦ ପାତ୍ର ଙ୍କ ନେତୃତ୍ବରେ ସ୍ଥାନିୟ ଗ୍ରୀନପାର୍କ ହୋଟେଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମି ନିର୍ବାଚନ କୁ ଦୃଷ୍ଟିରେ ରଖି ଦଳୀୟ…

ରାୟଗଡ଼ାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ସାଧାରଣ ନିର୍ବାଚନ ୨୦୨୪ର ପ୍ରସ୍ତୁତି ନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକ ରାୟଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି l ଶନିବାର ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଆରୋକ୍ଷୀ ଅଧିକ୍ଷକ ହରିଶ…

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଛାତ୍ରଙ୍କ ସାଇକଲ ଯାତ୍ରା

ପରିବେଶକୁ ବଞ୍ଚାନ୍ତୁ ପ୍ରକୃତି ସଂରକ୍ଷଣ କରନ୍ତୁ ବାର୍ତ୍ତାକୁ ନେଇ କେନ୍ଦ୍ରାପଡାର ଦୁଇ ଛାତ୍ରଙ୍କ ସାଇକେଲ ଯୋଗେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରୁଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଳକର ବରଦା ଗ୍ରାମର ତୁଷାର କାନ୍ତ ପଳେଇ ଓ ମନମୋହନ ମଲ୍ଲିକ…

ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହେଉଛି ଗୋଲ ମରିଚ ଚାଷ, ଚାଷୀ ମୁଣ୍ଡରେ ଚଡକ

କୋରାପୁଟ,(ଦିଲିପ ମହାନ୍ତି ) : ଜଳବାୟୁ ପରିବର୍ତ୍ତନ ପାଇଁ କୋରାପୁଟ ଅଂଚଳରେ ଗୋଲମରିଚ ଉତ୍ପାଦନ ଉପରେ କଳାବାଦଲ ଘେରିଯାଇଛି । ଠିକ୍‌ ସମୟରେ ଫୁଲ ଧରିଥିଲେ ବି ଫଳ ଦେଲାନି। ଆଉ ସବୁଠୁ ବଡ କଥା ହେଲା ଅମଳ ସମୟର ଦୁଇ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୋଲିସ ଅଧୁକାରୀଙ୍କ ଦ୍ଵାରା କୋରାପୁଟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧୂକାରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରି ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କୋରାପୁଟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି…

ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର :୨୨/୩ (ଦିଲୀପ ମହାନ୍ତି )-ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧୂକାରୀ ଶ୍ରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି…

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୁହରି ମହତାବ

ବିଜୁ ଜନତା ଦଳକୁ ବାଏବାଏ କରିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଏନେଇ ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବିଜୁ ଜନତା ଦଳ ଗଠନ ଦିନଠାରୁ ସେ ଦଳରେ ଥିବାବେଳେ ଆଜି ବିଜେଡ଼ିର…

ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ସହ ଆଚରଣ ବିଧି ଲାଗୁ ହୋଇଛି। ତେବେ ରାୟଗଡ ଜିଲ୍ଲାରେ କିପରି ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା…