Thu. Oct 15th, 2026

Month: September 2023

ସୁବର୍ଣ୍ଣପୁରରେ ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍ ଠାବ । ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା STF । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍…

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ 

ଶବ୍ଦ ଓଡିଶା ବ୍ୟୁରୋ : ଦିଲ୍ଲୀ ଜି-୨୦ ବୈଠକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା କହିଛନ୍ତି, ଦିଲ୍ଲୀର ଭିତ୍ତିଭୂମି ସେଭଳି ହେବା ଉଚିତ ଯାହାଦ୍ବାରା ଜି-୨୦ ବୈଠକ ଗୋଟିଏ ସପ୍ତାହର ନୋଟିସ୍‌ରେ ବି…

ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ: ଜେଲ୍‌ଗ‌ଲେ ୨ ଆକ୍ରମଣକାରୀ

ଶବ୍ଦ ଓଡିଶା ବ୍ୟୁରୋ : ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ଧଉଳି ଥାନା ପୁଲିସ ଆକ୍ରମଣକାରୀ ଗୋଷ୍ଠୀର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର,…

ଭୁଶୁଡିପଡିଲା ୨ ମହଲା କୋଠା। ୨ ମୃତ, ୫ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ : ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଭିତରେ ଦବିଗଲେ ପୁରା ପରିବାର । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ ।ଭିବଣ୍ଡି ମହାନଗରପାଳିକା ଦରଗାହା ରୋଡରେ ଥିବା…

ରାଜ୍ୟ ଖାଦ୍ୟ କମିଶନରେ ୫ ନୂଆ ସଦସ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ରାଜ୍ୟ ସରକାର ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେ ଦୀର୍ଘଦିନ…

ଦିଗପହଣ୍ଡିରେ ହେବ ସୂର୍ଯ୍ୟ ପାତ୍ରଙ୍କ ଶେଷକୃତ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ…

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ

କଳାକାରଙ୍କୁ ଦିଆଯାଉଛି ତାଲିମ | ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାର ମାନଙ୍କୁ ଆଜି ଓ ଆସନ୍ତା…

ବିଭିନ୍ନ ସମସ୍ୟା ଓ ଅସୁରକ୍ଷିତ ପରିବେଶ ରେ ମାଛପୁଟ 5T ସରକାରୀ ହାଇସ୍କୁଲ

ଦଶମନ୍ତପୁର: ଦଶମନ୍ତପୁର ବ୍ଲକ ମାଛପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ପାଚେରୀ ନ ଥିବା ରୁ ଛାତ୍ରୀ/ଛାତ୍ର ମାନେ ନିଜ କୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଗତ ବର୍ଷ – ଏହି ହାଇସ୍କୁଲ କୁ…

ଆଦିତ୍ୟ ମିଶନରୁ ଭାରତର ଫାଇଦା

କୋଟି କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାକୁ ନେଇ ୪ ମାସର ଯାତ୍ରା ଆରମ୍ଭ କରିଛି ଆଦିତ୍ୟ ଏଲ-୧ । ସତୀଶ ଧାବନ ମହାକାଶ କେନ୍ଦ୍ର, ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଉତକ୍ଷେପଣ ପରେ ଆରମ୍ଭ ହୋଇଛି ଭାରତର ପ୍ରଥମ ସୌର…

ସାନକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

ଶବ୍ଦ ଓଡିଶା ବ୍ୟୁରୋ : ଖମାରି ଥାନା ପଦାପସି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ରାତି ପ୍ରାୟ ସାଢେ ୧୨ଟା ସମୟରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ପଦାପସି ଗାଁରେ…