Thu. Oct 15th, 2026

Month: September 2023

ନେତାଜୀ ବସ୍‌ ଟର୍ମିନାଲକୁ ନେଇ ବିବାଦ

ଶବ୍ଦ ଓଡିଶା ବ୍ୟୁରୋ: କଟକର ନେତାଜୀ ବସ୍‌ ଟର୍ମିନାଲକୁ ଆସନ୍ତା ୧୬ ତାରିଖରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ ପୂର୍ବରୁ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଏହି ନବନିର୍ମିତ ଅତ୍ୟାଧୁନିକ ଟର୍ମିନାଲ। ଜୋର ଧରିଛି ବିରୋଧର ସ୍ୱର ।…

ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ 

ଶବ୍ଦ ଓଡିଶା ବ୍ୟୁରୋ: ୧୦ ଦିନ ମଧ୍ୟରେ ଦୁଇ ଲଘୁଚାପ । ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ…

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ 

ଶବ୍ଦ ଓଡିଶା ବ୍ୟୁରୋ: ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ…

ଆଇଇଡିକୁ ନିଷ୍କ୍ରିୟ କଲେ ଯବାନ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ। ମାଟି ତଳେ ଆଇଇଡି ବୋମା ଖଞ୍ଜିଥିବା ବେଳେ ବିଏସଏଫ ଯବାନଙ୍କ ଦ୍ବାରାକୁ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଛି ।ସୂଚନା ଅନୁଯାୟୀ, ପାଖାଞ୍ଜୁର ଥାନା ଅନ୍ତର୍ଗତ…

ଶୁଣ୍ଢରେ ଉଠାଇ କଚାଡି ଦେଲା ହାତୀ

ଶବ୍ଦ ଓଡିଶା ବ୍ୟୁରୋ: ମହିଳାଙ୍କୁ ଶୁଣ୍ଢରେ ଧରି କଚାଡି ଦେଲା ଦନ୍ତା। ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅନ୍ତର୍ଗତ କନ୍ତରକୋଇଡା ଗ୍ରାମର ମୁଣ୍ଡା ବସ୍ତିରେ ଏହି ଘଟଣା ଘଟିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।…

ସଫଳ ହେଲା ‘ଆଦିତ୍ୟ-ଏଲ୍‌୧’ର ତୃତୀୟ କକ୍ଷପଥ ପ୍ରବେଶ

ଶବ୍ଦ ଓଡିଶା ବ୍ୟୁରୋ: ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍‌ ନେଟ୍‌ୱାର୍କ’ର (ଇଷ୍ଟ୍ରାକ୍‌) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ…

ଏସିଆ କପର ସୁପର-୪, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀଲଙ୍କା କଲମ୍ବୋରେ ଏସିଆକପର ସୁପର-୪ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ ଖେଳାଯିବ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପ୍ରଥମ…

ବାଚସ୍ପତି ହୋଇପାରନ୍ତି ସ୍ନେହାଙ୍ଗିନୀ ଛୁରିଆ

ଶବ୍ଦ ଓଡିଶା ବ୍ୟୁରୋ: ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୧୮ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ବିଜେଡି ଶିବିରରେ ଆଲୋଚନା ହେଉଛି ଯେ ଏଥର ଅତାବିରା ବିଧାୟିକା ସ୍ନେହାଙ୍ଗିନୀ…

ଗଞ୍ଜାମରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ ହରଡ଼ାପଦର ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକଙ୍କ ନାଁ ସଞ୍ଜୟ ନାୟକ ।ସଞ୍ଜୟ ତାଙ୍କ ଘରକୁ ଯାଉଥିବା ବେଳେ…

ରାୟଗଡାରେ ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ…