Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀଲଙ୍କା କଲମ୍ବୋରେ ଏସିଆକପର ସୁପର-୪ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ ଖେଳାଯିବ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ଯଦି ଆଜି ଯଦି ବର୍ଷା ଯୋଗୁ ଆଜି ମ୍ୟାଚ ବାତିଲ ହୋଇଯାଏ । ତେବେ ରିଜର୍ପ ଡେରେ ଆସନ୍ତାକାଲି ମ୍ୟାଚ ଖେଳାଯିବ ।

Leave a Reply

Your email address will not be published. Required fields are marked *