ଚିକିତ୍ସା ପାଇଁ ହାତ ବଢାଇଲା ପୁରୀ ଜିଲ୍ଲା ପ୍ରଶାସନ
ପୁରୀ: ଚିକିତ୍ସା ସହାୟତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦୦୦ ଟଙ୍କା ସହାୟତା ଦିଆଯାଇଛି। ଚନ୍ଦନପୁର ଚାଳିଶି ବାଟିଆ ପଞ୍ଚାୟତ ପିତେଇପୁର ଗ୍ରାମର ନିଆଲୀ ମାଣ୍ଡିଆଙ୍କ ପୁତ୍ର ରମେଶ ଦୁରାରୋଗ୍ୟ କ୍ୟାନ୍ସର ରେ ପୀଡ଼ିତ ଥିବା ନେଇ ପ୍ରଶାସନର ଦୃଷ୍ଟି…