Thu. Oct 15th, 2026

Month: May 2023

ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ଜୁନ୍ ୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଶୁକ୍ରବାର ପୁରୀ ଏସପି ଡ଼॰ କେ ଵିଶାଲ ସିଂ ବରିଷ୍ଠ ଅଧିକାରୀଙ୍କ…

ରୂପା ଛାଉଣୀ ହେବ ସିଂହଦ୍ୱାର

ପୁରୀରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରର କରାଯିବ ରୂପା ଛାଉଣୀ। ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର…

ମହାନଦୀ ଟ୍ରିବୁନାଲ ଟିମର ସ୍ଥିତି ଅନୁଧ୍ୟାନ

ମହାନଦୀ ଟ୍ରିବୁନାଲ ଟିମ୍ ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀ ଟ୍ରିବୁନାଲ ଟିମ୍ ଏକ ହେଲିକପ୍ଟର ଯୋଗେ ପୁରୀ ସାତପଡ଼ାରେ ଦିନ ଏଗାରଟା ରେ ପହଞ୍ଚି ଥିଲେ । ସେଠାରୁ ରୋଡରେ ଚିଲିକାର ମିର୍ଜାପୁର ଜେଟିରେ ପହଞ୍ଚି ସେଠାରୁ ବୋଟ…

କ’ଣ ରହିଛି ‘ସେଙ୍ଗୋଲ’ର ମହତ୍ତ୍ଵ?

ନୂଆ ସଂସଦ ଭବନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବାଦ ବିବାଦ, ବିରୋଧୀଙ୍କ କଟାକ୍ଷ ଏବଂ ନୂଆ ଅଙ୍କ କଷା ମଧ୍ୟରେ ପରମ୍ପରା ଓ ଇତିହାସକୁ ନେଇ ମଧ୍ୟ ଅନେକ କଥା ଯୋଡ଼ି ହୋଇସାରିଛି । ଏସବ ମଧ୍ୟରେ ପାରମ୍ପରିକ…

ଆଜି ଆଇପିଏଲ ମହାମୁକାବିଲା

ହେବାକୁ ଯାଉଛି ମହା ମୁକାବିଲା । ଫିଲ୍ଡ ପ୍ରସ୍ତୁତ, ଦର୍ଶକ ପ୍ରସ୍ତୁତ, ଖେଳାଳି ମଦ୍ୟ ପ୍ରସ୍ତୁତ । ଆଇପିଏଲ ମହାକୁମ୍ଭର ଏହି ଦିନକୁ ସଭିଏଁ ଅପେକ୍ଷା କରି ରହିଥିଲେ । ଆଜି ବିଜେତା ରେସରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ…

ଲୋକାର୍ପିତ ହେଲା ନୂଆ ସଂସଦ ଭବନ

ବହୁ ବାଦ ବିବାଦ ପରେ ଲୋକାର୍ପିତ ହୋଇଛି ସଂସଦ ଭବନ । ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା…

୩ ଶିଶୁ ପୁତ୍ର ଜନ୍ମ ଦେଲେ ଆଦିବାସୀ ମହିଳା

ଶବ୍ଦ ଓଡିଶା ବ୍ୟୁରୋ: ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ସ୍ୱଭାବିକ କରିଛନ୍ତି ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ…

କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର

ଶବ୍ଦ ଓଡିଶା ବ୍ୟୁରୋ: କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର। ଏପରି ହୃଦୟ ବିଦାରକ ଘଟଣା ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଘଟିଛି। ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ…

ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ବିଜେଡି ଗୁଣ୍ଡା ମାନଙ୍କ ସଂଘବଦ୍ଧ ଆକ୍ରମଣ ।

ଶବ୍ଦ ଓଡିଶା ବ୍ୟୁରୋ: ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ । ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉକ୍ତ ଘଟଣାର ଦୃଢ଼ ନିନ୍ଦା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଫତେପୁର…

ଆଇପିଏଲ ମହାସମର: ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ଲଢେଇ

ଶବ୍ଦ ଓଡିଶା ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ…