Thu. Oct 15th, 2026

Month: May 2023

ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ୱପ୍ନ ମନ୍ଦିର ଜରାଶ୍ରମରେ ଭାଗବତ ଚର୍ଚ୍ଚା ର ଶୁଭାରମ୍ଭ

ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ସେବା ହିଁ ସେବା ଅନୁଷ୍ଠାନ ସହାୟତାରେ ସ୍ବପ୍ନ ମନ୍ଦିର (ଜରାଶ୍ରମ) ହଂସପାଳ,ଅଟଳା ଠାରେ ଭାଗବତ ଚର୍ଚ୍ଚା ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ…

ଟ୍ରେନ ବଗିରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧାରୋଡ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଠିଆ ହୋଇଥିବା ପ୍ରଶାନ୍ତି ଏକ୍ସପ୍ରେସର ଜେନେରାଲ ବଗିରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ଆରପିଏଫ । ଶିଶୁଟିକୁ ଉଦ୍ଧାର ପରେ ପ୍ରଥମେ ରେଲଓ୍ବେ ମେଡିକାଲ ଓ ପରେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ପୁରୀରେ ଆରଟିଓଙ୍କ ସମନ୍ୱୟ ବୈଠକ । ଅଟୋ ଚାଳକ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଆରଟିଓଙ୍କ କନ୍ଫରେନ୍ସ ହଲରେ ପୁରୀ ସହରର ବିଭିନ୍ନ ଅଟୋ ଚାଳକ ସଂଘ ସହିତ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆରଟିଓ ରବିନ ପଟ୍ଟନାୟକ ଅଧକ୍ଷତା କରିଥିଲେ…

ବ୍ରିଜ ତଳକୁ ଖସି ପଡିଲା ଭ୍ୟାନ୍, ୨୦ରୁ ଅଧିକ ଲୋକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କାମାକ୍ଷାନଗର ରାମିଆଳ ବ୍ରିଜ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ କଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଗାଡିରେ ଥିବା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ…

ନୀରଜ ଚୋପ୍ରା ବିଶ୍ୱ ଚାମ୍ପିୟନଙ୍କୁ ହରାଇ ଜିତିଲେ ଡାଇମଣ୍ଡ ଲିଗ୍

ଶବ୍ଦ ଓଡିଶା ବ୍ୟୁରୋ: ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭…

ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ଶବ୍ଦ ଓଡିଶା ବ୍ୟୁରୋ: ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ହେବ ରାଜ୍ୟାଭିଷେକ । ଏଥିପାଇଁ ଲଣ୍ଡନ ଓ ବ୍ରିଟେନରେ ତିନି ଦିନିଆ ଉତ୍ସବ ପାଳନ ହେବ । ୮ ତାରିଖରେ ଏହି ସମାରୋହ ଶେଷ ହେବ । ୭୦…

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଶବ୍ଦ ଓଡିଶା ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଲାଗିରହିଛି । ତେବେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବନା ରହିଛି । ଆସନ୍ତାକାଲି ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ…

ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ସୂଚନା ନଦେବା; ତଣ୍ଡ ଗଣିଲେ ଥାନା ଆଇଆଇସି

ପୂର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ପନ୍ଦର ହଜାର ଟଙ୍କା ଜରିମାନା, ଭବିଷ୍ୟତରେ ସୂଚନା ପ୍ରଦାନରେ ବିଳମ୍ବ ନକରି କରିବା ପାଇଁ କଡ଼ା ଚେତାବନୀ ଦେଲେ ମୁଖ୍ୟ ସୂଚନା କମିଶନ। ସୂଚନା ଅଧିକାର ଆଇନ ଉଲଂଘନ ଓ ତଥ୍ୟ ପ୍ରଦାନରେ…

ବାହାହେବେ ଆଉ ଏକ ଜିଲ୍ଲାପାଳ ଯୋଡ଼ି

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ହେବ ଦ୍ବିତୀୟ ବିବାହ। ଚଳିତ ମାସରେ ବାରଣାସୀରେ ବାହା ହେବେ ୨ ଆଇଏଏସ୍। ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ବଧା ବଲାଙ୍ଗୀର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଠା ନିର୍ମାଣକୁ ଅନୁମତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଠା ନିର୍ମାଣକୁ ଅନୁମତି ମିଳିଛି।ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଏନଓସି। ଏହି ନିର୍ମାଣରେ ଏନଏମଏ ଏନଓସି ପ୍ରଦାନ କରିଛି। ଏହା ସହ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଦେଇଥିଲା ଏନଏମଏ। ପରେ ମନ୍ଦିର ପ୍ରଶାସନର ୩…