Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ ମିଟର ଦୂରତା ଫିଙ୍ଗି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି ନୀରଜ । ଏହାସହ ଗତ ବର୍ଷ ବିଶ୍ୱ ବିଜୟୀ ହୋଇଥିବା ଏଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇଛନ୍ତି ନୀରଜ । ନୀରଜ ୨୦୧୮ରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ସେତେବେଳେ ସେ ଚତୁର୍ଥ ସ୍ଥାନରେ ଥିଲେ ।

Leave a Reply

Your email address will not be published. Required fields are marked *