ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଠା ନିର୍ମାଣକୁ ଅନୁମତି ମିଳିଛି।ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଏନଓସି। ଏହି ନିର୍ମାଣରେ ଏନଏମଏ ଏନଓସି ପ୍ରଦାନ କରିଛି। ଏହା ସହ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଦେଇଥିଲା ଏନଏମଏ। ପରେ ମନ୍ଦିର ପ୍ରଶାସନର ୩ ମହଲା କୋଠା ନିର୍ମାଣକୁ ଅନୁମତି ମିଳିଥିବା ସୂଚନା ମିଳିଛି।