Sun. Nov 29th, 2026

Month: March 2023

କାଲିଠାରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଡରାଉଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ…

ଆଇପିଏଲ୍‌ ପୂର୍ବରୁ ଲଞ୍ଚ୍ ହେଲା ‘CRICKPE’ ଆପ୍

ଭାରତପେ ସଂସସ୍ଥାପକ ତଥା ଶାର୍କ ଟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ଏକ ନୂଆ କ୍ରିକେଟ୍ ଆପ୍‌ ଲଞ୍ଚ କରିଛନ୍ତି। ଯାହାର ନାଁ ରହିଛି ‘କ୍ରିକ୍‌ପେ’। ମାର୍ଚ୍ଚ ୩୧ରେ ଆଇପିଏଲ୍‌ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆପ୍‌କୁ…

୨୦୩୦ରେ ଭାରତରେ 6G ସେବା!

୨୦୩୦ ସୁଦ୍ଧା ଦେଶରେ ଚାଲିବ ୬ଜି ସେବା । ନିକଟରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଛି । ଆଉ ୫ଜି ଲଞ୍ଚ ହେବାର ମାତ୍ର ଛଅ ମାସ ପରେ ଆଉ ଏକ ପିଢୀ ପାଇଁ କାମ ଆରମ୍ଭ ହୋଇଯାଇଛି ।…

ବାପାଙ୍କ ସମ୍ପତ୍ତିରେ ଝିଅଙ୍କ ଅଧିକାରକୁ ନେଇ ଏମିତି କହିଲେ ବମ୍ବେ ହାଇକୋର୍ଟ

ଯଦି ଘରର ଝିଅକୁ ବିବାହ ସମୟରେ ଯୌତୁକ ଦିଆଯାଇଥାଏ ତଥାପି ସେ ପାରିବାରିକ ସମ୍ପତ୍ତିରେ ତାର ଅଧିକାର ଜାହିର କରିପାରିବ। ଏକ ମାମଲାର ଶୁଣାଣିରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏହା କହିଛନ୍ତି। ଆବେଦନକାରୀ ତାଙ୍କୁ ୪ ଭାଇ ଓ ମାଙ୍କ…

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାର ରହସ୍ୟ ଖୋଜୁଛି ସାଇବର ଟିମ୍

ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ।ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ। ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ ବି ସେ ଉଠାଇ ନ ଥିଲେ। ବାନ୍ଧବୀଙ୍କ ଭିଡିଓ କଲ୍‌ ବେଳକୁ…

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ…

ବିଶାଖାପାଟଣାରେ ଭୁଶୁଡିଲା ୩ ମହଲା କୋଠା, ଚାଲିଗଲା ୩ ଜୀବନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କ ଶବ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା…

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର…

ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ପାଳିତ

ଭୁବନେଶ୍ବରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ମାର୍ଚ୍ଚ ୨୨ ତାରିଖ ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ଆନ୍ତର୍ଜାତିକ ଜଳ ଗବେଷଣା ପ୍ରତିଷ୍ଠାନର…